ମୂର୍ତ୍ତି ଛୁଇଁ ଦେବାରୁ ଦଳିତ ପରିବାରକୁ ୬୦,୦୦୦ ଟଙ୍କା ଜରିମାନା September 22, 2022 ଏଜେନ୍ସୀ : ବେଙ୍ଗାଲୁରୁ : ଏବେ ବି ରହିଛି ଛୁଆଁ-ଅଛୁଆଁ ଭେଦଭାବ । ଦଳିତ ବର୍ଗର ଲୋକେ ଏବେ ବି ଜାତିଭେଦ ଭଳି କୁତ୍ସିତ ପରମ୍ପରାର ଶିକାର ହେଉଛନ୍ତି । ଏହାର ଏକ ସଦ୍ୟ ଉଦାହରଣ କର୍ଣ୍ଣାଟକର କୋଲାର ଜିଲ୍ଲାରେ ଉଲ୍ଲେରାହାଲି…
ଆଇଏସଆଇ ସହ ଜଡ଼ିତ ଆତଙ୍କବାଦୀ ଗୁଳି ମାଡ଼ରେ ନିହତ September 22, 2022 ଏଜେନ୍ସୀ : ନୂଆଦିଲ୍ଲୀ : ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତି ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ନିହତ ହୋଇଛି । ନେପାଳରେ କାଠମାଣ୍ଡୁରେ ଳୁଚିଥିବା ଘର ଆଗରେ ତାଙ୍କୁ ଗୁଳି ମାଡ଼ ହୋଇଛି । ଆଇଏସଆଇଠାରୁ…
ମହଙ୍ଗା ପଡ଼ିଲା ମୁନଲାଇଟିଂ: ୩୦୦ କର୍ମଚାରୀଙ୍କୁ ବିଦା କଲା ୱିପ୍ରୋ September 22, 2022 ଏଜେନ୍ସୀ : ନୂଆଦିଲ୍ଲୀ : ମୁନଲାଇଟିଂରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଆକ୍ସନ୍ ନେଇଛି ୱିପ୍ରୋ । ପ୍ରାୟ ୩୦୦ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ । ସମ୍ପୃକ୍ତ କମ୍ପାନୀରେ ନିଯୁକ୍ତ ଥାଇ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ପାଇଁ କାମ କରିବା ଅଭିଯୋଗରେ ୱିପ୍ରୋ…
ଦୁର୍ଗା ମଣ୍ଡପ ଜମିରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରିବାକୁ ଦାବି September 22, 2022 ନିର୍ଭୟ ମିଡ଼ିଆ : ବାଲିଗୁଡ଼ା : କନ୍ଧମାଳ ଦାରିଙ୍ଗବାଡ଼ି ଦୁର୍ଗା ମଣ୍ଡପ ଜମି ବିବାଦକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଏନେଇ ଦାରିଙ୍ଗବାଡ଼ି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ବଣିକ ସଂଘ ଓ ଦୁର୍ଗାପୂଜା କମିଟିର ଶତାଧିକ କର୍ମକର୍ତ୍ତା । ଏମିତି…
ସାମ୍ବାଦିକଙ୍କ ଉପରେ ଦବଙ୍ଗଗିରି, ବଦଳିଲେ ନବରଙ୍ଗପୁର ଏଏସ୍ପି September 22, 2022 ନିର୍ଭୟ ମିଡ଼ିଆ : ନବରଙ୍ଗପୁର : କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଓ ମହିଳାଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା । ଶେଷରେ ବଦଳିଲେ ନବରଙ୍ଗପୁର ଏଏସପି ଜୟକୃଷ୍ଣ ବେହେରା । କଟକ କମ୍ୟୁନିକେସନ ଏଏସ୍ପି ଭାବେ ବଦଳି ଆଦେଶନାମା ଜାରି କଲେ…
ଗଛରେ ପିଟି ହେଲା ୩୦ ପିଲାକୁ ସ୍କୁଲ ନେଇ ଯାଉଥିବା ଏକ ବସ୍ September 22, 2022 ନିର୍ଭୟ ମିଡ଼ିଆ : କଟକ : ଆଜି ସକାଳୁ କଟକ ସିଡିଏ-୮ ଅଭିମୁଖେ ଯାଉଥିବା ଏକ ସ୍କୁଲ ବସ୍ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ରେ ପ୍ରାୟ ୩୦ ପିଲା ଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି । ଏହି ସମାନ ବସ୍ରେ…
ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା September 22, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା । ଇଂରାଜୀ ଭାଷା ସହ ଓଡ଼ିଆରେ ବି ପ୍ରସ୍ତୁତ ହେବ ପ୍ରଶ୍ନପତ୍ର । ପ୍ରିଲିମ୍, ମେନ୍ ଓ ଇଣ୍ଟରଭିୟୁ ସବୁ କିଛି ପୂର୍ବରୁ ଇଂରାଜୀରେ…
ଆସିଲାଣି ପାର୍ବଣ, ମାତିଲେଣି ସାଇବର ଲୁଟେରା September 22, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପାଖେଇ ଆସିଲାଣି ପାର୍ବଣ, ମାତିଲେଣି ସାଇବର ଲୁଟେରା । ଆଖି ପିଛୁଳାକେ ଆପଣଙ୍କ ଆକାଉଣ୍ଟ କରିଦେବେ ଖାଲି । ତେଣୁ ଏପରି କଲ୍ ଓ ମେସେଜ ପ୍ରତି ସାବଧାନ ରୁହନ୍ତି ଓ ନିଜ ପର୍ସନାଲ…
ମୋଦିଙ୍କୁ ଫାଶି ଦଣ୍ଡ ପାଇଁ ତିସ୍ତା ରଚିଥିଲେ ଷଡ଼ଯନ୍ତ୍ର September 22, 2022 ଏଜେନ୍ସୀ : ଅହମ୍ମଦାବାଦ : ଗୁଜୁରାଟ ସରକାରଙ୍କୁ ବଦନାମ ପାଇଁ ତିସ୍ତା ସିତଲୱାଡ଼ ଷଡ଼ଯନ୍ତ୍ର କରିଥିଲେ । ଏମିତିକି ୨୦୦୨ ଗୋଧ୍ରା ଦଙ୍ଗା ମାମଲାରେ ତିସ୍ତା ଏବେକାର ପ୍ରଧାନମନ୍ତ୍ରୀ ତଥା ତକ୍ରାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମିଥ୍ୟା ପ୍ରମାଣପତ୍ର…