Day: 20 September 2022

ବାୟୁସେନାରୁ ଅବସର ନେବ ଲଢୁଆ ବିମାନ ମିଗ୍‌-୨୧

ଏଜେନ୍ସୀ : ନୂଆଦିଲ୍ଲୀ : ବାୟୁସେନାକୁ ବାଏ ବାଏ କହିବ ଲଢୁଆ ବିମାନ ମିଗ୍‌-୨୧ । ଏଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଏହି ବିମାନ ବାୟୁସେନାର ୪ ସ୍କ୍ୱାର୍ଡନ ଭିତରୁ ଅନ୍ୟତମ । ସୂଚନା ମୁତାବକ , ଶ୍ରୀନଗରରେ ଥିବା…

ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ

ନିର୍ଭୟ ମିଡ଼ିଆ : କୋରାପୁଟ : କୋଟିଆରେ ହେବାକୁ ଥିବା ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି ଓଡ଼ିଶା- ଆନ୍ଧ୍ର । ଉଭୟ ଗୋଟିଏ ସ୍ଥାନରେ ପ୍ରକଳ୍ପ କରିବାକୁ ଜିଦ୍‌ ଧରି ବସିଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଏହାକୁ ନେଇ…

୩୨ ବର୍ଷ ପରେ ବଡ଼ ପରଦାରେ ଫିଲ୍ମ ଦେଖିବେ କଶ୍ମୀରବାସୀ

ଏଜେନ୍ସୀ : ଶ୍ରୀନଗର : ଦୀର୍ଘ ୩୨ ବର୍ଷ ପରେ କଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍‌ । ୩ ଦଶନ୍ଧି ପରେ ବଡ ପରଦାରେ ଫିଲ୍ମ ଦେଖିବେ କଶ୍ମୀରବାସୀ । ଜମ୍ମୁ କଶ୍ମୀରର ସୋପିଆନ୍‌ ଏବଂ ପୁଲୱାମାରେ ସିନେମା ହଲ୍‌…

ନିର୍ମାଣଧୀନ ପାଚେରୀ ଭୁଶୁଡି ୪ ଶ୍ରମିକ ମୃତ

ଏଜେନ୍ସୀ : ଲକ୍ଷ୍ନୌ : ଭୁଶୁଡିଲା ନିର୍ମାଣଧୀନ ପାଚେରୀ । ଘଟଣାସ୍ଥଳରେ ହିଁ ପାଚେରୀ ତଳେ ଚାପି ହୋଇ ପ୍ରାଣ ହରାଇଲେ ୪ ଜଣ ଶ୍ରମିକ । ଉତ୍ତରପ୍ରଦେଶର ନଏଡାରେ ଏଭଳି ଏକ ଅଘଟଣ ଘଟିଛି । ନଏଡ଼ାର ସେକ୍ଟର-୨୧ରେ ଥିବା…

ଶଶି ଥରୁର ବନାମ ଗେହଲଟ: କିଏ ହେବେ କଂଗ୍ରେସ କିଙ୍ଗ?

ଏଜେନ୍ସୀ : ନୂଆଦିଲ୍ଲୀ : ଅକ୍ଟୋବର ମାସରେ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ହୋଇପାରେ ଜୋରଦାର ଟକ୍କର । ସାଂସଦ ଶଶି ଥରୁର ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ହୋଇପାରନ୍ତି ମୁହାଁମୁହିଁ । ଗୋଟିଏ ପଟେ ବିଭିନ୍ନ ରାଜ୍ୟର…

ଭୂକମ୍ପରେ ଥରିଲା ମେକ୍ସିକୋ

ଏଜେନ୍ସୀ : ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ଆମେରିକାର ମେକ୍ସିକୋ । ବିଳମ୍ବିତ ରାତିରେ ଏଠାରେ ଭୟଙ୍କର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତ ୭.୬ ରେକର୍ଡ କରାଯାଇଛି । ଭୂକମ୍ପରେ ତୀବ୍ରତା ଏତେ ଥିଲା…

ଶୌଚାଳୟ ଭିତରେ ଖାଦ୍ୟ ଖାଇଲେ ଖେଳାଳି, କ୍ରୀଡା ଅଧିକାରୀ ନିଲମ୍ବିତ

ଏଜେନ୍ସୀ : ଲକ୍ଷ୍ନୌ : ଖେଳାଳିଙ୍କୁ ଅପମାନ । ଷ୍ଟାଡିୟମ୍‌ର ଶୌଚାଳୟ ଭିତରେ ପରସାଗଲା ଖାଦ୍ୟ । ଉତ୍ତରପ୍ରଦେଶର ସାହାରନପୁରର ଡକ୍ଟର ଭୀମରାଓ ଆମ୍ବେଦକର ଷ୍ଠାଡିୟମରେ ଟଏଲେଟ୍‌ ଭିତରେ ଖାଦ୍ୟ ଖାଇବାକୁ କବାଡି ଖେଳାଳିକୁ ବା୍ମ କରାଯାଇଛି । ଏଭଳି ଏକ…

ପୁଣି ଥରେ ଭାସିଗଲା ବତେଡ଼ିମୁଣ୍ଡା ପୋଲ

ନିର୍ଭୟ ମିଡ଼ିଆ : ବାଲିଗୁଡ଼ା : ମାସେ ତଳେ ଲଘୁଚାପଜନିତ ଲଗାଣ ବର୍ଷାରେ ଭାସି ଯାଇଥିବା ପୋଲକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇଥିଲା । ମାତ୍ର ମାସେ ପରେ ପୁଣି ଥରେ ସମାନ ଅବସ୍ଥା ଉପୁଜିଛି । ପୁଣି ଥରେ ବର୍ଷା…

ସ୍କୁଲ ଉପରେ ଏୟାର୍‌ ଷ୍ଟ୍ରାଇକ୍‌, ୭ ଶିଶୁଙ୍କ ସମେତ ୧୩ ମୃତ

ଏଜେନ୍ସୀ : ନୂଆଦିଲ୍ଲୀ : ସ୍କୁଲ ଉପରକୁ ଆଖିବୁଜା ରକେଟ୍‌ମାଡ, ହେଲା ଏୟାର ଷ୍ଟ୍ରାଇକ୍‌ । କେବଳ ସ୍କୁଲ ନୁହେଁ ଏଗ୍‌ ଗାଁ ଉପରେ ମଧ୍ୟ ଏୟାର ଷ୍ଟ୍ରାଇକ୍‌ କରଯାଇଛି । ଏଥିରେ ୭ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ…

ଚଣ୍ଡିଗଡ଼ ୟୁନିର୍ଭସିଟି ଭିଡିଓ ଲିକ୍‌ ଘଟଣା: ୩ ଗିରଫ, ତଦନ୍ତ କରିବ ଏସ୍‌ଆଇଟି

ଏଜେନ୍ସୀ : ଚଣ୍ଡିଗଡ଼ : ଚଣ୍ଡିଗଡ଼ ୟୁନିର୍ଭସିଟି ଭିଡିଓ ଲିକ୍‌ ଘଟଣାରେ ୩ ଗିରଫ । ଏମାନଙ୍କ ମଧ୍ୟରେ ଅଛନ୍ତି ଭିଡିଓ ଭାଇରାଲ କରିଥିବା ହଷ୍ଟେଲ ଛାତ୍ରୀ, ହିମାଚଳ ପ୍ରଦେଶରେ ରହୁଥିବା ତାଙ୍କ ବୟଫ୍ରେଣ୍ଡ ଏବଂ ଆଉ ଜଣେ ୩୧ ବର୍ଷୀୟ…