ଅବକାରୀ ନୀତି ଦୁର୍ନୀତି: ୪୦ଟି ସ୍ଥାନରେ ଇଡିର ରେଡ୍ September 16, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଲାଗୁ ହେବା ପରେ ବର୍ତ୍ତମାନ ପ୍ରତ୍ୟାହାର ହୋଇ ସାରିଥିବା ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦେଶବ୍ୟାପୀ ୪୦ଟି ସ୍ଥାନରେ ଏକକାଳୀନ ରେଡ୍କରିଛି । ଦିନକ ପୂର୍ବରୁ ଭାଜପା…
ବନ୍ଧୁକ ଛାଡ଼ିବାକୁ ଆହ୍ୱାନ ଦେଲେ ଆଜାଦ, ମିଳିଲା ହତ୍ୟା ଧମକ September 16, 2022 ଏଜେନ୍ସୀ : ଶ୍ରୀନଗର : ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀମାନଙ୍କୁ ବନ୍ଧୁକ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ କହିଛନ୍ତି ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । କଂଗ୍ରେସ ଛାଡ଼ିବା ପରେ ଆଜଦ ଏବେ ନିଜସ୍ୱ ରାଜନୀତିକ ଦଳ…
ଦୁଇ ଥର ବାଇକରଙ୍କ ଜୀବନ ବଞ୍ଚାଇଲା ହେଲମେଟ September 16, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଗାଡ଼ି ଚଳାଇବା ବେଳେ ହେଲମେଟର ଗୁରୁତ୍ୱ କେତେ ରହିଛି, ତାହା ଏହି ଭିଡିଓ ଦେଖିବା ପରେ ଆପଣମାନେ ବେଶ ଭଲ ଭାବେ ବୁଝି ପାରିବେ । ମାତ୍ର କିଛି ସେକେଣ୍ଡ ମଧ୍ୟରେ ହେଲମେଟ୍ ଯୋଗୁ ଜଣେ…
ୟୁକ୍ରେନ ଫେରନ୍ତାଙ୍କ ହାତ ଛାଡ଼ିଦେଲେ ସରକାର! ନାଁ ଲେଖାଇବାକୁ ଅନୁମତି ଦିଆଯିବନି କହିଲେ September 16, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରୁ ଜୀବନ ବଞ୍ଚାଇ ସ୍ୱଦେଶ ଫେରି ଆସିଥିବା ହଜାର ହଜାର ମେଡିକାଲ ଶିକ୍ଷାର୍ଥୀଙ୍କୁ ବଡ଼ ଝଟକା ଲାଗିଛି । କେନ୍ଦ୍ର ସରକାର ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିଥିବା ବେଳେ ସବୁ ପ୍ରକାରର ସହଯୋଗ…
ରାଜଧାନୀବାସୀ ଦେଖିଲେ ‘ସୂର୍ଯ୍ୟକିରଣ’ ଜଲୱା September 16, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପ୍ରତୀକ୍ଷାର ଅନ୍ତ ଘଟିଲା । ଭୁବନେଶ୍ୱର ଆକାଶରେ ନିଜ ଜଲୱା ଦେଖାଇଲା ‘ସୂର୍ଯ୍ୟକିରଣ’ ଟିମ୍ । ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ । ଏଥିନିମନ୍ତେ ଆଜି ସକାଳୁ ଚଳଚଞ୍ଚଳ ହୋଇଉଠିଥିଲା…