କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ୨ ଗିରଫ, ନଖ ଖୋଜୁଛି ବନ ବିଭାଗ
ନିର୍ଭୟ ମିଡିଆ :ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର ବାଘପାଲି ସଂରକ୍ଷିତ ଜଙ୍ଗଲରୁ ଏକ କଲରାପତରିଆ ବାଘ ମୃତଦେହ ଉଦ୍ଧାର ଘଟଣାରେ ୨ଜଣଙ୍କୁ ଗିରଫ କରିଛି ବନବିଭାଗ । ତେବେ ବାଘଟିର ମୃତଦେହରୁ ନଖ ଗାଏବ ହୋଇଯାଇଥିବାରୁ ଏବେ ତାହାକୁ…