Day: 12 September 2022

ଜ୍ଞାନବ୍ୟାପୀ ମାମଲା ଶୁଣାଣି ଯୋଗ୍ୟ ନା ନୁହେଁ, ଆଜି ଆସିବ ରାୟ

ଏଜେନ୍ସୀ : ଲକ୍ଷ୍ନୌ : ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ମାମଲା ମାମଲା ଶୁଣାଣି ଯୋଗ୍ୟ ନା ନୁହେଁ, ଏନେଇ ଆଜି ଆସିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଉତ୍ତରପ୍ରଦେଶ ବାରଣାସୀ ଜିଲ୍ଲା ଜଜ୍‌ ଆଜି ଏ ସମ୍ପର୍କରେ ନିଜ ରାୟ ଶୁଣାଇବେ,…

ଆଖିବୁଜିଲେ ଆଇଟିଆଇ ଛାତ୍ର

ନିର୍ଭୟ ମିଡ଼ିଆ : କଟକ : ବିଷ ପିଇ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ଆଇଟିଆଇ ଛାତ୍ର ଆଶୁତୋଷ ମଲ୍ଲିକଙ୍କ ମୃତ୍ୟୁ ଘଟିଛି । ଆଶୁତୋଷ ଭଦ୍ରକର ଏକ ଘରୋଇ ଆଇଟିଆଇ କଲେଜରେ ପ୍ରଥମ ବର୍ଷ ଇଲେକ୍ଟ୍ରି ବିଭାଗର ଛାତ୍ର ଥିଲେ…

ଭଣଜାକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମାମୁର ଜୀବନ

ନିର୍ଭୟ ମିଡ଼ିଆ : ସମ୍ବଲପୁର : ମୋ ଜୀବନ ପଛେ ଚାଲିଯାଉ, କିନ୍ତୁ ମୋ ଭଣଜା ଜୀବନ ବଞ୍ଚିଯାଉ । ଏପରି ଭାବି ଭଣଜାକୁ ବଞ୍ଚାଇବାକୁ ଆଗେଇ ଆସିଲା ମାମୁ । ଦୁର୍ବୃତ୍ତମାନେ ଛୁରୀ ଭୁସି ମାମୁକୁ ହତ୍ୟା କରିଥିବା ଅଭିଯୋଗ…

୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି । ଏହା ଭବାନୀପାଟଣା ଠାରୁ ପଶ୍ଚିମ -ଉତ୍ତର-ପଶ୍ଚିମ ଦିଗରେ ୧୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି…

ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ୧୫ଫୁଟର ଘାଇ, ଘରେ ପଶିଲା କେନାଲ ପାଣି

ନିର୍ଭୟ ମିଡ଼ିଆ : ଧର୍ମଗଡ଼ : ଲଗାଣ ବର୍ଷା ଯୋଗୁ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ପ୍ରାୟ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି । ଜୟପାଟଣା ବ୍ଲକ ଡଙ୍ଗରିପଡ଼ା ଠାରେ କେନାଲର ବାମ ପଟ ହୁଡାରେ ଘାଇ ହେବା ଯୋଗୁ…

୬୦ଟି ସ୍ଥାନରେ ଚାଲିଛି ଏନ୍‌ଆଇଏର ରେଡ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଦେଶର ପାଞ୍ଚଟି ରାଜ୍ୟର ପ୍ରାୟ ୬୦ଟି ସ୍ଥାନରେ ସୋମବାର ସକାଳୁ ଏନ୍‌ଆଇଏ ନିଜ ଚଢ଼ାଉକୁ ଜୋରଦାର କରିଛି । ଗ୍ୟାଙ୍ଗଷ୍ଟର ସହିତ ଆତଙ୍କବାଦୀ କନେକସନ୍‌ ମାମଲାରେ ଏହି ଚଢ଼ାଉ ଚାଲିଛି । ବହୁ ସଂଖ୍ୟାରେ କୁଖ୍ୟାତ…