Day: 1 September 2022

ଗୋଟିଏ ମଣ୍ଡପରେ ତିନି ବେଶରେ ଗଣେଶ, ଥାନାକୁ ଗଲା ମାମଲା

ନିର୍ଭୟ ମିଡିଆ : ମାଲକାନଗିରି : ସବ୍ କା ମାଲିକ ଏକ୍। ଏଭଳି କିଛି ଥିମ୍ରେ ଗୋଟିଏ ମଣ୍ଡପରେ ତିନୋଟି ବେଶରେ ପୂଜା ପାଉଛନ୍ତି ବିଘ୍ନହର୍ତ୍ତା। ଏହାକୁ ନେଇ ଉପୁଜିଛି ବିବାଦ। ଏପରିକି ଏହି ମାମଲା ଏବେ ଥାନାରେ ପହଞ୍ଚିଛି। ମାଲକାନଗିରି…

ଆନ୍ଧ୍ରରୁ ଓଡ଼ିଶା ଚାଲାଣ ହେଉଥିଲା ୧୫ ମାଙ୍କଡ

ନିର୍ଭୟ ମିଡିଆ : ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଅଞ୍ଚଳରୁ ୧୦ଟି ମୃତ ମାଙ୍କଡ ସହ ୫ଟି ଜୀବନ୍ତ ଉଦ୍ଧାର କରାଯାଇଛି। ଆନ୍ଧ୍ରରୁ ଓଡ଼ିଶାକୁ ଚଳାଣ ବେଳେ ବ୍ରହ୍ମପୁର ବନ ବିଭାଗ ଚଢ଼ାଉ କରି ଏହି ମାଙ୍କଡ଼ ଗୁଡ଼ିକୁ ଉଦ୍ଧାର…

ଆସ୍ଥା ଭୋଟ୍ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଏଜେନ୍ସୀ : ନୂଆଦିଲ୍ଲୀ : ସଂଖ୍ୟା ଗରିଷ୍ଠ ପ୍ରମାଣ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଦିଲ୍ଲୀରେ ଆସ୍ଥା ଭୋଟ୍ ଜିତିଲା ଆପ୍। ଭାଜପା ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆସ୍ଥା ଭୋଟରେ ବାଜିମାତ କରିଛନ୍ତି।…

ଦାଉଦଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା

ଏଜେନ୍ସୀ : ମୁମ୍ବାଇ : କୁଖ୍ୟାତ୍ ଡନ୍ ଦାଉଦ ଇବ୍ରାହିମଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା। ଏମିତି କିଛି ବଡ଼ ଅକାରର ଆର୍ଥିକ ପୁରସ୍କାର ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ। କେବଳ ଦାଉଦ ନୁହଁ…

ଶାଳନ୍ଦୀ ନଦୀରେ ବୁଡ଼ି ଗଲେ ନାବାଳକ

ନିର୍ଭୟ ମିଡିଆ : ଭଦ୍ରକ : ଶାଳନ୍ଦୀ ନଦୀରେ ବୁଡ଼ି ଜଣେ ନାବଳକ ନିଖୋଜ ହୋଇଯାଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନାବାଳକଙ୍କୁ ଖୋଜାଖୋଜି କରୁଛନ୍ତି। ଆଜି ସକାଳେ ୩ଜଣ ନାବଳକ ଶାହାପୁର ଘାଟରେ…

ସାପୋର୍ ଏନ୍କାଉଣ୍ଟର୍: ୨ ଜୈଶ୍-ଏ-ମହମ୍ମଦ୍ ଆତଙ୍କବାଦୀ ନିହତ, ଜଣେ ସାଧାରଣ ନାଗରିକ ଆହତ

ଏଜେନ୍ସୀ : ଶ୍ରୀନଗର : ବୁଧବାର ରାତିରେ ଉତ୍ତର କଶ୍ମୀରର ସୋପୋର ବୋମାଇ ଗାଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳିବିନିମୟ ଘଟି ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍-ଏ-ମହମ୍ମଦ୍’ର ୨ଜଣ ଆତଙ୍କବାଦୀ ନିହତ ଓ ଜଣେ ସାଧାରଣ ନାଗରିକ ଆହତ…

ଉତ୍ସବମୁଖର ପଶ୍ଚିମ ଓଡ଼ିିଶା, ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

ନିର୍ଭୟ ମିଡିଆ : ସମ୍ବଲପୁର : ନୂଆଖାଇ ପାଇଁ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦.୫୬ ରୁ ୧୧.୧୦ ମଧ୍ୟରେ ନବାନ୍ନ ଲାଗି ହୋଇଛି। ଘଣ୍ଟଘଣ୍ଟା…

ଗଙ୍ଗା ନଦୀରେ ଓଲଟିଲା ଡଙ୍ଗା, ୨ ମୃତ

ଏଜେନ୍ସୀ : ଲକ୍ଷ୍ନୌ : ନଦୀ ପାର୍ ବେଳେ ଅଘଟଣ। ଗଙ୍ଗା ନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି। ଉତ୍ତରପ୍ରଦେଶର ଗାଜିପୁରରେ ଏହି ଦୁର୍ଘଟଣା ଘଟିଛି। ପ୍ରବଳ ବର୍ଷା ପରେ…

ଅଧା ବାଟରୁ ଫେରି ଆସିଲା ସ୍ପାଇସଜେଟ୍ ବିମାନ

ଏଜେନ୍ସୀ : ନୂଆଦିଲ୍ଲୀ : ଅଧା ବାଟରୁ ଫେରି ଆସିଲା ବିମାନ। ରାଜଧାନୀ ଦିଲ୍ଲୀରୁ ନାସିକ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ ତ୍ରୁଟି ନଜରକୁ ଆସିଥିଲା। ଫଳରେ ବିମାନଠିକୁ ମଝି ରାସ୍ତାରେ ପ୍ରତ୍ୟାବର୍ତ୍ତନ କରି ଜରୁରୀ ଅବତରଣ କରିଥିଲା। ଗୁରୁବାର…

ଦୁମକା ହତ୍ୟା ମାମଲା: ଆଜି ସ୍‌ୱତନ୍ତ୍ର କୋର୍ଟରେ ଶୁଣାଣି

ଏଜେନ୍ସୀ : ରାଞ୍ଚି : ଝାରଖଣ୍ଡର ଦୁମକା ହତ୍ୟାକୁ ନେଇ ଥମୁନି ଉତ୍ତେଜନା । ଏହି ହତ୍ୟାକାଣ୍ଡ ମାମଲାରେ ଆଜି ସ୍ଵତନ୍ତ୍ର କୋର୍ଟ ଶୁଣାଣି କରିବେ । ପୀଡ଼ିତାଙ୍କ ବୟସ ପ୍ରଥମେ ୧୯ ଦର୍ଶାଯାଇଥିବା ବେଳେ ପରେ ୧୫ ବୋଲି ରିପୋର୍ଟ…