Month: August 2022

ଏମକେସିଜି ହସ୍ପିଟାଲରେ ଲାଗିଲା ନିଆଁ, ସ୍ଥାନାନ୍ତର ହେଲେ ରୋଗୀ

ନିର୍ଭୟ ମିଡିଆ : ବ୍ରହ୍ମପୁର : ବ୍ରହ୍ମପୁରସ୍ଥିତ ଏମକେସିଜି ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଆଜି ମଧ୍ୟାହ୍ନ ସମୟରେ ଅଗ୍ନିକାଣ୍ଡ ହୋଇଛି। ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।…

ସମ୍ପର୍କୀୟ ଜେଜେଙ୍କ କୁକର୍ମ, ନାବାଳିକା ନାତୁଣୀ ୭ ମାସର ଗର୍ଭବତୀ

ନିର୍ଭୟ ମିଡିଆ : ଆଳି : ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ଜଣେ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ୭ମାସର ଗର୍ଭବତୀ ଅଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ।…

ଚାଇନାର ୨୬ଟି ବିମାନର ଉଡ଼ାଣ ବାତିଲ କରିବ ଆମେରିକା

ଏଜେନ୍ସୀ : ୱାଂଶିଟନ୍‌ : ଆମେରିକା ଓ ଚାଇନା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଚାଇନାକୁ ଉଚିତ ଜବାବ ଦେବାକୁ ଆମେରିକା ଯେସାକୁ ତେସା ନୀତି ଆପଣାଇଛି । ମହାମାରୀ କରୋନା ଆଳରେ ଚାଇନା ସରକାର ଆମେରିକାର କିଛି ବିମାନ…

ସଡ଼କ ଦୁର୍ଘଟଣାରେ ଯୋଗୀଙ୍କ ଓଏସ୍‌ଡିଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

ଏଜେନ୍ସୀ : ଉତ୍ତରପ୍ରଦେଶ : ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ପେଶାଲ ଡ୍ୟୁଟି ଅଫିସର(ଓଏସ୍‌ଡି) ମୋତିଲାଲ ସିଂହ । ଏଥିରେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି । ଆଜି ଉଭୟ ପତିପତ୍ନୀ କାରରେ…

ଅଲକାଏଦା ଲିଙ୍କ୍‌ : ୩୪ରୁ ଅଧିକ ଲୋକଙ୍କୁ ବାନ୍ଧିଲା ଆସାମ ପୁଲିସ୍‌

ଏଜେନ୍ସୀ : ଗୌହାଟୀ : କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଆସାମ ପୁଲିସ୍‌୩୪ରୁ ଅଧିକ ଲୋକଙ୍କୁ ଗିରଫ କରିଛି । ଏମାନେ ଭାରତରେ ରହି ଅଲକାଏଦା ନେଟୱର୍କରୁ ସଶକ୍ତ କରିବାକୁ ଉଦ୍ୟମ କରୁଥିବା ପୁଲିସ୍‌ କହିଛି…

ବାପାକୁ କୁରାଢ଼ୀରେ ହାଣିଲା ପୁଅ

ନିର୍ଭୟ ମିଡିଆ : କରଞ୍ଜିଆ : ଯେଉଁ ପୁଅକୁ କୋଳେଇ କାଖେଇ ବଡ଼ କରିଥିଲା, ସେହି ପୁଅ ତାକୁ ହାଣି ହତ୍ୟା କଲା। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଭଅଁରା ବାଙ୍କିସାହିରେ। ପୁଅ କୁରାଢ଼ୀ ଚୋଟରେ…

ବିଦ୍ୟୁତ ସଂଯୋଗ କାଟିବାକୁ ଯାଇ ଅଟକ ରହିଲେ କର୍ମଚାରୀ

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର ବିଦ୍ୟୁତ ସଂଯୋଗ ବିଚ୍ଚ୍ଥିନ୍ନ ପାଇଁ ଯାଇ ହଟହଟା ହେଲେ ବିଦ୍ୟୁତ୍‌ ବିଭାଗ ଭିଜିଲାନ୍ସ ଟିମ୍‌ । ଗ୍ରାମବାସୀ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଥିଲେ । ଶେଷରେ ସଂଯୋଗ ନ କାଟିବାର…

ଉଛୁଳା ନଈକୁ ଡେଇଁ ପଡ଼ିଲେ ଯୁବତୀ

ନିର୍ଭୟ ମିଡ଼ିଆ : ଯାଜପୁର : ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଶ୍ରୀବନ୍ତପୁର ନିକଟସ୍ଥ ଯୋଜଡିଆ ନୂଆବ୍ରିଜ ଉପରୁ ଡେଇଁ ପଡ଼ିଲେ ଯୁବତୀ । ତାଙ୍କ ପତ୍ତା ମିଳିନାହିଁ । ଯୁବତୀ ଜଣକ ସ୍ଥାନୀୟ ସାରଙ୍ଗପୁରର ବେଣୁଧର ନାୟକଙ୍କ ଝିଅ…

ଲିଙ୍ଗରାଜଙ୍କ ଅମୁଣିଆ ଭୋଗ ଚୋରି କରି ଖାଇଲେ ଅଣ ସେବାୟତ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୋଷ ଘରେ ପଶି ଅମୁଣିଆ ଭୋଗ ଚୋରି କରି ଖାଇଲେ ଅଣ ସେବାୟତ । ଅଣସେବାୟତ ରୋଷ ଘରେ ପଶି ଲିଙ୍ଗରାଜଙ୍କ ପାଇଁ ଉଦ୍ଦିଷ୍ଟ ଭୋଗ ଅମୁଣିଆକୁ ଖାଇବା ସହ ମାରା…

ବାଲି ଖେଲିଲା ବେଳେ ପୋତି ହୋଇଗଲା ନାବାଳକ

ନିର୍ଭୟ ମିଡ଼ିଆ : ପାରାଦୀପ : ସାଙ୍ଗ ସହ ଖୁସିମନରେ ବାଲିରେ ଖେଳିବାକୁ ବାହାରିଥିଲା ନାବାଳକ । ଖେଳ ସାରି ଜଲଦି ଘରକୁ ଫେରି ଆସିବ ବୋଲି ବି କହିଥିଲା । ହେଲେ ବିଧିର ବିଧାନ ଥିଲା ଅଲଗା । ବାଲିରେ…