Month: August 2022

ଟ୍ରକ୍‌କୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌

ନିର୍ଭୟ ମିଡ଼ିଆ : କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ଶୁଆକାଟି ଛକ ନିକଟରେ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଛି ଗୋରୁ ବୋଝେଇ ଟ୍ରକ୍‌ । ଦୁର୍ଘଟଣାରେ ଗୋରୁ ବେପାରୀଙ୍କ ସହ ୯ଟି…

ଢାବାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୬ ଗିରଫ

ନିର୍ଭୟ ମିଡ଼ିଆ : ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଗୋଶାଳା ଅଞ୍ଚଳରେ ଥିବା ଏକ ଢାବାରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ବୁର୍ଲା ଥାନାରେ ଅଭିଯୋଗ…

ନୂଆପଡ଼ାରେ ଝାଡ଼ାବାନ୍ତି ଆତଙ୍କ : ବର୍ତ୍ତମାନ ସୁଦ୍ଧା ୪୮ ଆକ୍ରାନ୍ତ ଚିହ୍ନଟ

ନିର୍ଭୟ ମିଡ଼ିଆ : ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ । କୋମନା ବ୍ଲକ ଜଟଗଡ ଗାଁରେ ଝାଡାବାନ୍ତି ବ୍ୟାପିବା ପରେ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ । ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଯାଏଁ ୪୮ ଜଣ ଆକ୍ରାନ୍ତ…

ଭାରୋତ୍ତଳନରେ ଭାରତକୁ ଆଉ ଏକ ସଫଳତା, ଅଚିନ୍ତା ଶୁଳି ଜିତିଲେ ଗୋଲ୍ଡ ମେଡାଲ

ଏଜେନ୍ସୀ : ବର୍ମିଂହମ୍‌ : ବର୍ମିଂହମରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଉ ଏକ ସ୍ୱର୍ଣ୍ଣପଦକ ହାସଲ କରିଛି ଭାରତ । ଭାରୋତ୍ତଳନରେ ମିଳିଛି ଭାରତକୁ ଏହି ସଫଳତା । ଭାରୋତ୍ତଳନର ୭୩ କିଲୋଗ୍ରାମ ବର୍ଗରେ ଅଚିନ୍ତା ଶୁଳି ଏହି ଗୋଲ୍ଡ ମେଡାଲ…

ପିକ୍‌ଅପ୍‌ରେ କରେଣ୍ଟ ଚାର୍ଜ ହୋଇ ୧୦ କାଉଡ଼ିଆ ମୃତ

ଏଜେନ୍ସୀ : କୋଲକାତା : ପଶ୍ଚିମବଙ୍ଗ କୁଚବିହାରରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ହୃଦୟ ବିଦାୟକ ଘଟଣା । ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ପ୍ରାୟ ୩୦ କାଉଡ଼ିଆ ଜଳପେଶସ୍ଥିତ ଶିବମନ୍ଦିର ଯାଉଥିବା ବେଳେ ଭ୍ୟାନ୍‌ରେ କରେଣ୍ଟ ସଂଯୋଗ ହୋଇଥିଲା ।…

ଆଜିଠୁ ଖୋଲିବ ଭିତରକନିକା

ନିର୍ଭୟ ମିଡ଼ିଆ : କେନ୍ଦ୍ରାପଡ଼ା : ଆଜିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ପର୍ଯ୍ୟଟକଙ୍କ ଆସିବାକୁ ନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି । ପର୍ଯ୍ୟଟକଙ୍କୁ ସ୍ବାଗତ କରିବାକୁ ମଧ୍ୟ ଭିତରକନିକାରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ନୂତନ ଲୁଣା…

କମିଲା କମର୍ସିଆଲ ଗ୍ୟାସ ଦର

ଏଜେନ୍ସୀ : ନୂଆଦିଲ୍ଲୀ : ଅଗଷ୍ଟ ମାସ ଆରମ୍ଭରୁ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି । ପୁଣି ଥରେ କମିଲା କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ଦାମ୍‌ । ଇନ୍ଦିଆନ ଅଏଲ କର୍ପୋରେସନ ୱେବସାଇଟ ଅନୁଯାୟୀ, ୧୯ କେଜି କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ଦାମ୍‌…

ରାତି ଅଧରେ ସାଂସଦ ସଞ୍ଜୟ ରାଉତଙ୍କୁ ବାନ୍ଧିଲା ଇଡି

ଏଜେନ୍ସୀ : ମୁମ୍ବାଇ : ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଗତକାଲିଠୁ ଅଟକ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ବିଳମ୍ବିତ ରାତିରେ ଗିରଫ କରିଛି ଇଡି । ଗତକାଲି ରାତି ୧୨ଟାରେ ତାଙ୍କୁ ଗିରଫ କରାଯାଇଥିବା ସଞ୍ଜୟଙ୍କ ଭାଇ…