Month: August 2022

ଦରଦାମ ବୃଦ୍ଧି ନେଇ କଂଗ୍ରେସର ହଙ୍ଗାମା: ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଅଟକ

ଏଜେନ୍ସୀ : ନୂଆଦିଲ୍ଲୀ : ଦରଦାମ ବୃଦ୍ଧି ଏବଂ ଜିଏସଟି ସ୍ଲାବକୁ ବିରୋଧ କରି ଆଜି ଦେଶବ୍ୟାପି କଂଗ୍ରେସ ଆନ୍ଦୋଳନ ଡାକରା ଦେଇଥିବା ବେଳେ ରାଜଧାନୀ ଦିଲ୍ଲୀ କମ୍ପମାନ ହୋଇଛି। ମୁଦ୍ରାସ୍ପିତି, ଦରଦାମ ବୃଦ୍ଧି ଏବଂ ଜିଏସଟି ସ୍ଲାବକୁ ବିରୋଧ କରି…

ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବଦଳିଲେ ୫ ପୁଲିସ କର୍ମଚାରୀ

ଏଜେନ୍ସୀୂ : ଚେନ୍ନାଇ ମହଙ୍ଗା ପଡ଼ିଲା ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ । ବ୍ୟୁଟି ପିଜାଣ୍ଟରେ ଭାଗ ନେଇଥିବା ୫ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଶୁକ୍ରବାର ତାମିଲନାଡ଼ୁର ଜଣେ ଏସଆଇ ସମେତ ୫ ଜଣଙ୍କୁ ବଦଳି କରାଯାଇଛି…

ଆଜି ଇଡିରେ ହାଜର ହେବେ ସଞ୍ଜୟଙ୍କ ପତ୍ନୀ

ଏଜେନ୍ସୀ : ମୁମ୍ବାଇ : ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଇଡିର ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି କୋର୍ଟ। ମୁମ୍ବାଇର ଏକ ସ୍ପେସିଆଲ କୋର୍ଟ ସଞ୍ଜୟ ରାୱତଙ୍କ ଇଡି ହେପାଜତ ଅବଧିକୁ ଅଗଷ୍ଟ ୮ ପର୍ୟ୍ୟନ୍ତ…

୬ରୁ ୧୦ ଯାଏ ପ୍ରବଳ ବର୍ଷା

ନିର୍ଭୟ ମିଡିଆ : ଭୁବନେଶ୍ୱର : ଦକ୍ଷିଣରେ ମୌସୁମୀର ନିମ୍ନଚାପ ରେଖା ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ହେଲେ ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୬ ତାରିଖଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ…

ମାର୍କେଟ ବିଲ୍ଡିଂ ନିକଟରେ ଅଟୋକୁ ଧକ୍କା ଦେଲା ବାଇକ୍‌

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ନିକଟରେ ଏକ ବାଇକ୍‌ ଅଟୋକୁ ପଛରୁ ଧକ୍କା ଦେବା ଫଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିଲା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି…

ଓଲଟି ପଡ଼ିଲା ଭ୍ୟାନ୍‌, ୪୦ ଶ୍ରମିକ ଆହତ

ନିର୍ଭୟ ମିଡ଼ିଆ : ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ବିଜୁ ଏକ୍ସପ୍ରେସ ୱେର ପିପଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଭ୍ୟାନ ଓଲଟି ୪୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୫ଜଣଙ୍କ…

ବୃଦ୍ଧଙ୍କ ଉପରେ ମାଡ଼ିଗଲା ‘ମୋ ବସ୍‌’

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ରଘୁନାଥପୁର ନିକଟରେ ବୃଦ୍ଧଙ୍କ ଉପରେ ମାଡ଼ିଗଲା ମୋ ବସ୍‌ । ଦୁର୍ଘଟଣାରେ ବୃଦ୍ଧ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବୃଦ୍ଧଙ୍କ ପରିଚୟ ମିଳି ନାହିଁ…

ସୁଧୀରଙ୍କୁ ସ୍ୱର୍ଣ୍ଣ, ମୁରଲୀ ଶ୍ରୀଶଙ୍କରଙ୍କୁ ମିଳିଲା ରୌପ୍ୟ; ନିଶ୍ଚିତ ହେଲା ଆଉ ୪ ପଦକ

ଏଜେନ୍ସୀ : ବର୍ମିଂହମ : ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପୁଣି ଥରେ ମିଳିଲା ଖୁସି ଖବର । ଗତକାଲି ସପ୍ତମ ଦିନରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାତେଇବାରେ ସକ୍ଷମ ହୋଇଛନ୍ତି ଭାରତୀୟ ଖେଳାଳି । ପୁରୁଷ…

ସାତକୋଶିଆ ଗଣ୍ଡକୁ ମିଳିଲା ‘ରାମସର’ ସାଇଟ୍‌ ମାନ୍ୟତା

ନିର୍ଭୟ ମିଡ଼ିଆ : ଅନୁଗୋଳ : ସାତକୋଶିଆ ଗଣ୍ଡକୁ ମିଳିଲା ‘ରାମସର’ ସାଇଟ୍‌ ମାନ୍ୟତା । ବିଶ୍ୱର ଆଦ୍ରଭୂମିକୁ ସୁରକ୍ଷିତ ରଖିବା ହେଉଛି ‘ରାମସର’ ସାଇଟ୍‌ ଘୋଷଣାର ଉଦ୍ଦେଶ୍ୟ । ଆନ୍ତର୍ଜାତୀୟ ସ୍ତରରେ ଏହା ଏକ ବଡ଼ ପଦକ୍ଷେପ ହୋଇଥିବାବେଳେ ଆଦ୍ରଭୂମିର…

ଘନଉଛି ତାଇୱାନ୍‌ ଚାଇନା ଯୁଦ୍ଧ ପରିସ୍ଥିତି : ଆମେରିକାକୁ ଦାୟୀ କଲା ଡ୍ରାଗନ

ଏଜେନ୍ସୀ : ନୂଆଦିଲ୍ଲୀ : ଆମେରିକା କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ୍‌ ଗସ୍ତକୁ ନେଇ ରକ୍ତଚାଉଳ ଚୋବାଉଛି ବେଜି । ଯେଉଁମାନେ ଚାଇନାକୁ ଅପମାନିତ କରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଘୋଷଣା ପରେ ଅଧିକ…