Month: August 2022

ହୀରାକୁଦ ଡ୍ୟାମରେ ନିଖୋଜ ଘଟଣା: ମିଳିଲା ୨ଜଣଙ୍କ ମୃତଦେହ

ନିର୍ଭୟ ମିଡ଼ିଆ : ସମ୍ବଲପୁର : ସମ୍ବଲପୁର ହୀରାକୁଦ ଡ୍ୟାମରେ ଗତକାଲିଠୁ ନିଖୋଜ ହୋଇଯାଇଥିବା୨ଜଣ ଏମସିଏଲ୍‌ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳେ ଅଭିଷେକ କୁମାରଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପରେ ମହେଶ ଛିଟୁରୀଙ୍କ ମୃତଦେହ ଉଦ୍ଧାର…

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ । ଅପରାହ୍ନ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷାଫଳ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା…

୨ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ, ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ୱେଲ୍‌ମାର୍କଡ ଲୋ’ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତେବେ ଆଜି ୨ଟି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଥିବା…

ମନ୍ଦିରରେ ଦଳାଚକଟା, ପ୍ରାଣ ହରାଇଲେ ୩ ମହିଳା ଶ୍ରଦ୍ଧାଳୁ

ଏଜେନ୍ସୀ : ଜୟପୁର : ସକାଳୁ ସକାଳୁ ମନ୍ଦିରରେ ଘଟିଛି ଅଘଟଣ । ରାଜସ୍ଥାନର ସିକାର ଜିଲ୍ଲାରେ ଥିବା ଖାଟୁ ଶ୍ୟାମଜୀ ମନ୍ଦିରରେ ଦଳ ଚକଟା ହେବାରୁ ୩ ଜଣ ମହିଳା ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି । ସେହିପରି ଆଉ ୨…

ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଜଳାଭିଷେକ କଲେ ଗୃହ ମନ୍ତ୍ରୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ଗୃହ ମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଆଜି ସକାଳେ ଶ୍ରୀଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଆଜି ଶ୍ରାବଣ ମାସ ଶେଷ ସୋମବାର ହୋଇଥିବା…

ସିବିଆଇ କାର୍ୟ୍ୟାଳୟରେ ମହିମା ମିଶ୍ରଙ୍କୁ ଜେରା, ୪ ଗିରଫ

ନିର୍ଭୟ ମିଡିଆ : ଭୁବନେଶ୍ୱର : ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେବା ମାମଲାରେ ଶିଳ୍ପପତି ମହିମା ମିଶ୍ର ଓ ପୁଅ ଚନ୍ଦନ ମିଶ୍ରଙ୍କୁ ଗତକାଲି ସିବିଆଇ ଘଣ୍ଟା ଘଣ୍ଟା କାଳ ଜେରା କରିଥିବା ବେଳେ ଆଜି ସିବିଆଇ କାର୍ୟ୍ୟାଳୟରେ ହାଜର…

ଆମେରିକା ସହ ସମ୍ପର୍କ ଚ୍ଛିନ୍ନ କଲା ଚାଇନା ! ନାନ୍ସିଙ୍କ ଉପରେ ଲଗାଇଲା କଟକଣା

ଏଜେନ୍ସୀ : ବେଜିଂ : ତାଇୱାନ ସହ ବିବାଦକୁ ଦୃଷ୍ଟିରେ ରଖି ରାଗରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାରେ ଲାଗିଛି ଚାଇନା। ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ଚାଇନାର ଧମକ ସତ୍ତ୍ୱେ ତାଇୱାନ ଗସ୍ତ କରିଥିବାରୁ ବେଜିଂ ଏବେ ପ୍ରତିଶୋଧ…

ବିଜୟରୁ ଅଭିଯାନ ଆରମ୍ଭ କଲେ ବଜରଙ୍ଗ ଓ ଦୀପିକ ପୁନିଆ

ଏଜେନ୍ସୀ : ବର୍ମିଂହାମ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜିଠାରୁ ଆରମ୍ଭ ହୋଇଛି କୁସ୍ତି ଇଭେଣ୍ଟ। ଏକାଧିକ ଭାରତୀୟ ଷ୍ଟାର ମଧ୍ୟ ଆଜି ମ୍ୟାଟ୍ ଉପରେ ନଜର ଆସିଛନ୍ତି। ଭାରତର ଦୁଇ ଷ୍ଟାର ରେସଲର ବଜରଙ୍ଗ ପୁନିଆ ଓ ଦୀପକ ପୁନିଆ…

ଗୋଟିଏ ସ୍କୁଲରେ ୪୧ ଛାତ୍ରୀ କରୋନା ପଜିଟିଭ

ନିର୍ଭୟ ମିଡିଆ : ରାୟଗଡା : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକକୁ ଫେରିଛି ମହାମାରୀ କରୋନା। ଏଥର ଏହି କରୋନା ବିଭୀଷିକାର ଶିକାର ହେଇଛନ୍ତି ଅନୁସୂଚିତ ଜନଜାତି/ଜାତି ବିଭାଗ ପରିଚାଳିତ ସରକାରୀ ଉଚ୍ଚ ବାଳିକା…

ବିଷାକ୍ତ ମଦ ପିଇ ୭ ମୃତ, ୧୫ ଗୁରୁତର

ଏଜେନ୍ସୀ : ବିହାର : ବିହାରରେ ପୁଣି ନକଲି ମଦମୃତ୍ୟୁ । ରାଜ୍ୟରେ ବିଷାକ୍ତ ମଦ୍ୟପାନ କରି ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଅସୁସ୍ଥ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକ ଦୃଷ୍ଟି ଶକ୍ତି ହରାଇ ଥିବା ଜଣାପଡ଼ିଛି।…