Month: August 2022

ବିପଦ ସଙ୍କେତ ଟପିଲା ଦଳେଇ ଘାଇ ଓ ଦେବୀ ନଦୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର ମହାନଦୀରେ ଉପରମୁଣ୍ଡ ଓ ତଳମୁଣ୍ଡରେ ବର୍ଷା ହେବା ଯୋଗୁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବିଭିନ୍ନ ନଦୀ ବିପଦ ସଙ୍କେତ ପାର କରିଛି । ଜଗତସିଂହପୁର ଜିଲ୍ଲାର ଦେବୀନଦୀର ଦଳେଇ ଘାଇ…

ବଢୁଛି ହୀରାକୁଦ ଜଳସ୍ତର, ମହାନଦୀରେ ୭୦ ଫୁଟର ଘାଇ

ନିର୍ଭୟ ମିଡ଼ିଆ : କଟକ/ସମ୍ବଲପୁର : ପ୍ରଶାସନର ନିଦ ହଜାଇଲାଣି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଲଘୁଚାପଜନିତ ଲଗାଣ ବର୍ଷା ହେତୁ ହୀରାକୁଦର ଜଳସ୍ତର ବଢ଼ି ଚାଲିଥିବା ବେଳେ ମହାନଦୀ ବି ଫୁଲୁଛି । ମହାନଦୀରେ ବନ୍ୟା ଆସିବା ଫଳରେ କଟକ…

ଆସନ୍ତା ୩ ଘଣ୍ଟାରେ ପିକ୍‌ ଛୁଇଁବ ବନ୍ୟା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍‌ ଛୁଇଁବ । ଏହି ୩ ଘଣ୍ଟା ଆମ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଆଜି ଏହି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର…

ଦେଶର ମୋଟ ୧୫୧ ପୁଲିସ ଅଫିସରଙ୍କୁ ମିଳିବ ପଦକ, ଓଡ଼ିଶାରୁ ଅଛନ୍ତି ୪ ଅଧିକାରୀ

ନିର୍ଭୟ ମିଡିଆ : ଭୁବନେଶ୍ୱର : ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ମୋଟ ୧୫୧ ପୁଲିସ ଅଫିସରଙ୍କୁ ପଦକ ଦିଆଯିବା ନିମନ୍ତେ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ପୁଲିସ୍ ଅଧିକାରୀ ରହିଥିବା ଜଣାଯାଇଛି।…

କାଲିଠୁ ପ୍ରବଳ ବର୍ଷିବ, ୬୫ କି.ମି. ବେଗରେ ବହିବ ପବନ

ନିର୍ଭୟ ମିଡିଆ : ଭୁବନେଶ୍ୱର : ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢ଼ିବ। ୧୩ ଓ ୧୪ ତାରିଖରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ…

ସ୍ୱାଧୀନତା ଦିବସ ପୂର୍ବରୁ ରାଜଧାନୀରୁ ମିଳିଲା ୨ ହଜାର ଅଫୁଟା କ୍ୟାଟ୍ରିଜ୍

ଏଜେନ୍ସୀ : ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ବଡ଼ଧରଣର ହମଲା ପାଇଁ ଚାଲିଥିଲା କି ଯୋଜନା? କାରଣ ସ୍ୱାଧୀନତା ଦିବସର ୨ ଦିନ ପୂର୍ବରୁ ଦିଲ୍ଲୀ ପୁଲିସ୍କୁ ମିଳିଛି ବିପୁଳ ପରିମାଣର ଅଫୁଟା କ୍ୟାଟ୍ରିଜ୍। ଦିଲ୍ଲୀ ଆନନ୍ଦ ବିହାର ଅଞ୍ଚଳରେ…

ଆରଜେଡିକୁ ମିଳିପାରେ ୧୮ ମନ୍ତ୍ରୀ ପଦ, ଜେଡିୟୁକୁ ୧୪

ଏଜେନ୍ସୀ : ନୂଆଦିଲ୍ଲୀ : ନୀତୀଶ କୁମାରଙ୍କ ଜେଡିୟୁ ସହ ହାତ ମିଳାଇ ବିହାରରେ ସରକାର ଗଠନ କରିଥିବା ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ରାଜ୍ୟରେ ବଡ଼ ଭାଇ ଭୂମିକାରେ ରହିବ । ଜେଡିୟୁ ପାଖରେ ମାତ୍ର ୪୩ଟି ଆସନ ଥିଲେ…

ହର ଘର ତ୍ରିରଙ୍ଗା : ଦଳୀୟ କାର୍ଯ୍ୟାଳୟରେ ଭାଜପା ବିକ୍ରି କରୁଛି ଜାତୀୟ ପତାକା

ଏଜେନ୍ସୀ : ଲକ୍ଷ୍ନୌ : ସ୍ୱାଧୀନତାର ଅମୃତ ମହୋତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ରୁ ୧୫ ତାରିଖ ଯାଏ ହର ଘର ତ୍ରିରଙ୍ଗା ଅଭିଯାନର ଆହ୍ୱାନ ଦେଇଛନ୍ତି । ଏହି ସମୟରେ ସମସ୍ତଙ୍କୁ ନିଜ ନିଜ ଘରେ ଜାତୀୟ ପତାକା…

ନିଜ ଦଳକୁ ବାଣ ମାରିଲେ ଭାଜପାର ପଙ୍କଜା ମୁଣ୍ଡେ

ଏଜେନ୍ସୀ : ଲକ୍ଷ୍ନୌ : ମହାରାଷ୍ଟ୍ର ଭାଜପାରେ ଅସନ୍ତୋଷର ନିଆଁ କୁହୁଳିବା ଆରମ୍ଭ ହୋଇଛି । ପରକ୍ଷୋରେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି ଜଣଙ୍କ ଜଣେ ଭାଜପା ନେତା । ବିଶେଷ କରି ନୂଆ କରି ମହାରାଷ୍ଟ୍ରରେ…

ମମତାଙ୍କ ବିରୋଧରେ ଟିଏମସି ନେତାଙ୍କୁ ଉସକାଇଲା ବିଜେପି

ଏଜେନ୍ସୀ : ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଟିଏମସି ନେତାମାନଙ୍କୁ ଉସକାଇବା ଆରମ୍ଭ କରିଛି ଭାଜପା । ଜଣଙ୍କ ଜଣେ ଟିଏମସି ନେତା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଗିରଫ ହେଉଥିବା ବେଳେ ମମତା କିଛି କରି…