Day: 25 August 2022

ସ୍ତ୍ରୀଙ୍କ ଅଜାଣତରେ ସ୍ୱାମୀ ବିକ୍ରି କରିଦେଲେ କିଡ଼ନୀ

ନିର୍ଭୟ ମିଡିଆ : ମାଲକାନଗିରି : ମାଲକାନଗିରି ଜିଲ୍ଲା କତାମେଟା ଗ୍ରାମରୁ ସାମ୍ନାକୁ ଆସିଲା ଅଜାଣତର ମହିଳାଙ୍କ କିଡ଼ନୀ ବିକ୍ରୀ ମାମଲା ବିବାହିତ ମହିଳାଙ୍କ ଅଜାଣତରେ ସ୍ବାମୀ କିଡ଼ନୀ ବିକ୍ରୀ କରିଥିବା ମାଲକାନଗିରି ଟାଉନ ଥାନାରେ ଅଭିଯୋଗ ହୋଇଛି । କତାମେଟା…

ନଦୀରେ ଭାସିଗଲେ ୩ ଛୁଆ, ପାଣିକୁ ଡେଇଁଲେ ବାପା

ନିର୍ଭୟ ମିଡିଆ :ରାୟଗଡ଼ା : ଛୁଆ ଉପରକୁ ବିପଦ ଆସୁଥିବା ଦେଖିଲେ ନିଜ ଜୀବନକୁ ବାଜି ଲଗାଇଦିଏ ବାପା । ନିଜକୁ ମରଣ ମୁହଁକୁ ଠେଲି ଛୁଆକୁ ସୁରକ୍ଷା ଦିଏ। ଏମିତି ଏକ ଘଟଣା ଆଜି ରାୟଗଡ଼ା ଜିଲ୍ଲା ନାଗାବଳୀ ନଦୀର…

ଅଡ଼ୁଆରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ! ସଦସ୍ୟତା ରଦ୍ଦ ପାଇଁ ରାଜ୍ୟପାଳଙ୍କୁ ଇସିଙ୍କ ଚିଠି

ଏଜେନ୍ସୀ : ନୂଆଦିଲ୍ଲୀ : ବେଆଇନ ଖଣି ଖନନ ମାମଲାରେ ଫସିଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ ବଢ଼ିଛି । ବିଧାୟକ ଭାବେ ତାଙ୍କ ସଦସ୍ୟତା ରଦ୍ଦ କରିବାକୁ ହୋଇଥିବା ଆବେଦନର ଶୁଣାଣି କରି ନିର୍ବାଚନ କମିଶନ ବନ୍ଦ ଲଫାପାରେ…

ଭାସିଗଲା ଆପ୍ରୋଚ ରୋଡ, ଏବେ କାଠଗନ୍ଦି ପାଲଟିଛି ଲାଇଫଲାଇନ୍‌

ନିର୍ଭୟ ମିଡ଼ିଆ : ବାଲିଗୁଡ଼ା : ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲା ଆପ୍ରୋଚ ରୋଡ । ବିଚ୍ଚ୍ଥିନ୍ନ ହେଲା ଯୋଗାଯୋଗ । ଏବେ କାଠ ଗଣ୍ଡି ପାଲଟିଛି ସାହାଭରସା । ଆପ୍ରୋଚ ରୋଡ ଧୋଇ ହୋଇଯିବା ପରେ ଏହା ଏବେ ଲୋକଙ୍କ…

ଫେରିଲା ରାଜୁ ଶ୍ରୀବାସ୍ତବଙ୍କ ଚେତା

ଏଜେନ୍ସୀ : ନୂଆଦିଲ୍ଲୀ : ସୁସ୍ଥ ହେଉଛନ୍ତି ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ରାଜୁ ଶ୍ରୀବାସ୍ତବ । ଦୀର୍ଘ ୧୫ ଦିନ ପରେ ଫେରିଲା ତାଙ୍କ ଚେତା । ଡାକ୍ତରୀ ଟିମ୍‌ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମନିଟିରିଂ ଜାରି ରଖିଛନ୍ତି । ଏନେଇ ତାଙ୍କ ପିଆର୍‌ଓ…

ଘୋଡ଼ା ବେପାର ଅଭିଯୋଗ, ଆପ୍‌ର କିଛି ବିଧାୟକଙ୍କ ପତ୍ତା ମିଳୁନି!

ଏଜେନ୍ସୀ : ନୂଆଦିଲ୍ଲୀ : ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆସିଛି ସାଂଘାତିକ ତଥ୍ୟ । ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପ୍ରାୟ ୨୫ ଜଣ ବିଧାୟକ ହଠାତ୍‌ କେଉଁ ଆଡେ ଚାଲିଯାଇଥିବା ଜଣାପଡ଼ିଛି । ସେମାନଙ୍କ ସହ ଦଳୀୟ ନେତାମାନେ…

ଜିିପ୍‌କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌, ଚାଲିଗଲା ୯ ଶ୍ରମିକଙ୍କ ଜୀବନ

ଏଜେନ୍ସୀ : ବେଙ୍ଗାଲୁରୁ : ଭୋର ସମୟରେ କର୍ଣ୍ଣାଟକାରେ ଟୁମକୁର ଅଞ୍ଚଳରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଗୋଟିଏ ଦ୍ରୁତଗାମୀ ଟ୍ରକ୍‌ଧକ୍କାରେ ଛିନଛତ୍ର ହୋଇଯାଇଛି ଜିପ୍‌ । ଏହି ଘଟଣାରେ ୯ ଜଣ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ୧୪…

କାହା ସହ ମେଣ୍ଟ କରିବେନି ଫାରୁକ ଅବଦୁଲ୍ଲା, ଏକାକୀ ୯୦ ଆସନରେ ଲଢ଼ିବ ନ୍ୟାଶନାଲ କନଫରେନ୍ସ

ଏଜେନ୍ସୀ : ଶ୍ରୀନଗର : ଜମ୍ମୁ-କଶ୍ମୀରରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଫାରୁକ ଅବଦୁଲ୍ଲାଙ୍କ ନ୍ୟାଶନାଲ କନଫରେନ୍ସ(ଏନସି) କାହା ସହ ମେଣ୍ଟ କରିବ ନାହିଁ । ଦଳ ଏକାକୀ ଉପତ୍ୟକାର ସମସ୍ତ ୯୦ଟି ଯାକ ଆସନରେ ନିର୍ବାଚନ ଲଢ଼ିବାକୁ…

ଏକେ-୪୭ ମିଳିବା ପରେ ଗିରଫ ହେଲେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ

ଏଜେନ୍ସୀ : ରାଞ୍ଚି : ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ପ୍ରେମ ପ୍ରକାଶଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ବୁଧବାର ବେଆଇନ ଖଣି ଖନନ ମାମଲାରେ ଇଡି ପ୍ରେମ ପ୍ରକାଶଙ୍କ ରାଞ୍ଚି ସ୍ଥିତ ବାସଭବନରେ…

ମାତିଛନ୍ତି ଏଟିଏମ୍‌ ଲୁଟେରା, ମେସିନ୍‌ ଉଠାଇ ଚମ୍ପଟ

ନିର୍ଭୟ ମିଡ଼ିଆ : ଯାଜପୁର : ମାତିଛନ୍ତି ଏଟିଏମ୍‌ ଲୁଟେରା । ଅନ୍ଧାର ରାତିର ସୁଯୋଗ ନେଇ ଗ୍ୟାସ କଟରରେ ଏଟିଏମ ମେସିନକୁ ତାଡ଼ି ନେଇ ପଳାଇଲେ । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ଯାଜପୁର ୧୬ନଂ ଜାତୀୟ…