Day: 24 August 2022

ବିଲରେ କାମ କରୁଥିଲେ, ବଜ୍ରପାତରେ ୨ ମୃତ ଓ ୩ ଗୁରୁତର

ନିର୍ଭୟ ମିଡିଆ : ମାଲକାନଗିରି : ବିଲରେ କାମ କରୁଥିବା ବେଳେ ବଜ୍ରାଘାତ। ବଜ୍ରାଘାତରେ ଘଟଣାସ୍ଥଳରେ ଚାଲି ଯାଇଛି ୨ ଜଣଙ୍କ ଜୀବନ। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମଧ୍ୟରେ ଦୁଇ ମହିଳା ରହିଛନ୍ତି। ମୃତକମାନେ ହେଲେ…

ଦୁଇ ଜଣଙ୍କୁ କଚାଡ଼ି ଦେଲା ହାତୀ

ନିର୍ଭୟ ମିଡିଆ :କଳାହାଣ୍ଡି : ଦୁଇ ଜଣଙ୍କୁ ହାତୀ ଟେକି କଚାଡ଼ି ଦେଲା। ଦୁହେଁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଆଜି ଭିନ୍ନଭିନ୍ନ ସ୍ଥାନରେ ଦୁଇଟି ଯାକ ଘଟଣା ଘଟିଛି। ଆହତମାନେ ହେଲେ ପଲସାପଡ଼ା ବୁର୍ଡିପଡ଼ା…

ହୀରାକୁଦ ଡ୍ୟାମରେ ଫାଟ!

ନିର୍ଭୟ ମିଡିଆ : ଭୁବନେଶ୍ୱର : ହୀରାକୁଦ ଡ୍ୟାମର ସ୍ଥିତି ନେଇ ପୁଣି ଥରେ ସୃଷ୍ଟି ହେଲା ପ୍ରଶ୍ନବାଚୀ। ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ ଥିବା ନେଇ ରିପୋର୍ଟ ପରେ ବଢ଼ିଲା ଚର୍ଚ୍ଚା। ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀରେ ରହିଛି ଫାଟ।…

ମଙ୍କିପକ୍ସକୁ ମାତ୍‌ଦେବାକୁ ଆସିବ ଔଷଧ! ଆରମ୍ଭ ହେଲା କ୍ଲିନିକାଲ ଟ୍ରାଏଲ

ଏଜେନ୍ସୀ : ନୂଆଦିଲ୍ଲୀ : ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ପାଲଟିଛି । ମଙ୍କିପକ୍ସକୁ ମାତ ଦେବା ପାଇଁ ଉପଲବ୍ଧ ଥିବା…

ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ିଲା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ସଚିବ ତଥା ୧୯୮୬ ବ୍ୟାଚ ଆଇଏଏସ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଆଉ ୬ ମାସ ବୃଦ୍ଧି କରିଛନ୍ତି । ତାଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ପାଇଁ ୬…

୫ କୋଟି ଟଙ୍କାର ମାନହାନୀ ମକଦ୍ଦମା କଲେ ପ୍ରକୃତି

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର କୋର୍ଟରେ ମାନହାନୀ ମକଦ୍ଦମା ମାମଲା ଦାୟର କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଓଲିଉଡ୍‌ ଅଭିନେତା ବାବୁଶାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ଶଶୁର ଲଳିତ ଶତପଥୀଙ୍କ ନାଁରେ ୫ କୋଟି…

ଏଥର ବିନା କଟକଣାରେ ହେବ ବିଘ୍ନ ବିନାଶନଙ୍କ ପୂଜା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆସନ୍ତା ବୁଧବାର ହେଉଛି ଭାଦ୍ରବ ଶୁକ୍ଳ ଚତୁର୍ଥୀ ବା ଗଶେଶ ଚତୁର୍ଥୀ । ପୂଜା ପାଇବେ ବିଘ୍ନ ବିନାଶନ । ଗତ ୨ ବର୍ଷ କଟକଣା ଭିତରେ ବିନା ଭକ୍ତରେ ଗଣେଶ ପୂଜା ଆୟୋଜନ…

ଆସିଲା ବ୍ୟବଚ୍ଛେଦ ରିପୋର୍ଟ; ଶ୍ୱାସରୁଦ୍ଧ ହୋଇ ଯାଇଛି ଶ୍ୱେତାଙ୍କ ଜୀବନ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର ଆସିଲା ସଫ୍ଟୱେୟାର ଇଂଜିନିୟର ଶ୍ୱେତା ଉକ୍ରଳ କୁମାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ଶ୍ୱେତାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ଅଛି । ଶ୍ୱେତାଙ୍କ ବେକ ବ୍ୟତିତ ଶରୀରରେ ଅନ୍ୟ କେଉଁଠି କ୍ଷତଚିହ୍ନ ନ…

କମିଛି ନଦୀର ଜଳସ୍ତର, କମ୍‌ ହୋଇନି ଦୁଃଖ ଦୁର୍ଦ୍ଦଶା; ନଦୀ ବନ୍ଧରେ ରାତି କାଟୁଛନ୍ତି ବିନ୍ୟା ବିପନ୍ନ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବିଭିନ୍ନ ନଦୀର ଜଳ ସ୍ତର କମୁଥିବା ବେଳେ ଝାଡ଼ଖଣ୍ଡ ଗାଲୁଡିହ ଡ୍ୟାମରୁ ଜଳପ୍ରବାହ କମିବା ପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଖସୁଛି । ହେଲେ ତଳିଆ ଅଞ୍ଚଳରେ ବନ୍ୟା ଆଜି ବି କରାଳ ରୂପ…

ସୁଜି ଖାଇ ହସ୍ପିଟାଲରେ ଭର୍ତ୍ତି ହେଲେ ୪୦ ଛାତ୍ରୀ

ନିର୍ଭୟ ମିଡ଼ିଆ : କେନ୍ଦୁଝର : ଗତକାଲି ସନ୍ଧ୍ୟା ବେଳେ ସୁଜି ଖାଇବା ପରେ ଆଜି ସକାଳୁ ଅସୁସ୍ଥ ହୋଇପଡ଼ିଲେ ୪୦ ଛାତ୍ରୀ । ସେମାନଙ୍କର ମୁଣ୍ଡ ବୁଲାଇବା ସହ ଝାଡାବାନ୍ତି ହେଉଥିବା ନେଇ ଛାତ୍ରୀମାନେ କହିଛନ୍ତି । ଗୁରୁତର ଅବସ୍ଥାରେ…