Day: 23 August 2022

୫ କୋଟି ଦିଅ ନହେଲେ ଉଡାଇ ଦେବି ହୋଟେଲ

ଏଜେନ୍ସୀ : ମୁମ୍ବାଇ : ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ହୋଇପାରେ ଆତଙ୍କୀ ହମ୍‌ଲା । ମୁମ୍ବାଇର ଏକ ପ୍ରସିଦ୍ଧ ପଞ୍ଚ ତାରକା ହୋଟେଲକୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି । ଜଣେ ଅଜ୍ଞାତ ବ୍ୟକ୍ତି ଫୋନ…

ଭୁବନେଶ୍ୱର ଷ୍ଟେସନରୁ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରୁ ଟ୍ରେନ ଚଳାଚଳ ସ୍‌ୱାଭାବିକ ହୋଇଛି । ଟ୍ରାକ ମରାମତି ପରେ ଆଜି ସକାଳ ୮ଟା ୧୫ ପରେ ଉଭୟ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଥିଲା । ପ୍ରଥମେ କୋଏମ୍ବାଟୁର-ହାଓଡ଼ା…

କାନ୍ଥପଡ଼ି ଭାଇଭଉଣୀ ମୃତ

ନିର୍ଭୟ ମିଡ଼ିଆ : ଉଦଳା : କାନ୍ଥ ପଡ଼ି ଚାଲିଗଲା ଭାଇଭଉଣୀଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଡାହି ଗାଁରେ । ମୃତ ଶିଶୁ ଦ୍ୱୟ ହେଲେ ପୁଅ ଜ୍ୟୋତି ଶଙ୍କର…

୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ

ନିର୍ଭୟ ମିଡ଼ିଆ : ପାଲଲହଡ଼ା : ସବ ଜଜ୍‌ କୋର୍ଟ ପ୍ରତିଷ୍ଠା ଓ ଉପ କାରାଗାର ସ୍ଥାନାନ୍ତର ପ୍ରତିବାଦରେ ଓକିଲ ସଂଘ ପକ୍ଷରୁ ଆଜି ପାଲଲହଡ଼ା ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ ଯାଏ…

ଆଜିଠୁ ପୁଣି ବର୍ଷା, ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏଥିପାଇଁ ୮ଜିଲ୍ଲାକୁ ପ୍ରବଳ ବର୍ଷା ଓ ୨୦ ଜିଲ୍ଲାକୁ ବର୍ଷା ସହ ଘଡ଼ଘଡ଼ି ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ…

ଷଷ୍ଠ ଛାତ୍ରର ଆକ୍ରମଣରେ ପ୍ରଥମ ଛାତ୍ରର ମୃତ୍ୟୁ !

ନିର୍ଭୟ ମିଡ଼ିଆ : ରାୟଗଡ଼ା ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟରେ । ମୃତ ଛାତ୍ର ଜଣଙ୍କ ହେଲେ…

ଟାର୍ଗେଟରେ ଥିଲେ କେଉଁ ଭାରତୀୟ, ଆଇଏସ୍‌ ଆତଙ୍କୀ କଲା ଖୁଲାସା

ଏଜେନ୍ସୀ : ନୂଆଦିଲ୍ଲୀ : ରୁଷ ସୁରକ୍ଷାକର୍ମୀଙ୍କ ହାବୁଡ଼ରେ ପଡ଼ିଥିବା ଆଇଏସ ଆତଙ୍କୀଙ୍କ ଟାର୍ଗେଟରେ କିଏ ଥିଲେ ତାହାର ଖୁଲାସା ହୋଇଯାଇଛି । ନିଲମ୍ବିତ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ନୁପୁର ଶର୍ମାଙ୍କୁ ଆତ୍ମଘାତୀ ହମଲା କରି ସମାପ୍ତ କରିବା…