Day: 19 August 2022

‘ନୀତୀଶ କୁମାର ବାରମ୍ବାର ବୟଫ୍ରେଣ୍ଡ ବଦଳାନ୍ତି’

ଏଜେନ୍ସୀ : ପାଟନା : ଭାଜପା ନେତାଙ୍କ ବିବାଦୀୟ ବୟାନ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପଟ୍ଟପରିବର୍ତ୍ତନ ନେଇ ଜଣେ ଭାଜପା ନେତା ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଭାଜପା ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ ବିହାର ମୁଖ୍ୟମନ୍ତ୍ରୀ…

ଦବିଲା ଭାର୍ଗବୀ ନଦୀବନ୍ଧ

ନିର୍ଭୟ ମିଡ଼ିଆ : କୋଣାର୍କ : ଦବିଲା ଭାର୍ଗବୀ ନଦୀବନ୍ଧ । ପୁରୀ ଜିଲ୍ଲା ନିମାପଡ଼ା ଦକ୍ଷିଣ ରାଢସ ନିକଟରେ ଭାର୍ଗବୀ ନଦୀବନ୍ଧ ଦବିଛି । ଗତକାଲି ବିଳମ୍ବିତ ରାତିରେ ଭାର୍ଗବୀ ନଦୀବନ୍ଧ ଦବିବା ପରେ ନଈକୂଳିଆ ଲୋକେ ଆତଙ୍କିତ ହୋଇ…

ତେଲ ବଦଳରେ ଟାଙ୍କିରୁ ବାହାରୁଛି ପାଣି, ଗର୍ଜିଲେ ଲୋକେ

ନିର୍ଭୟ ମିଡ଼ିଆ : ବଣାଇ : ପେଟ୍ରୋଲ ଟାଙ୍କିରୁ ବାହାରୁଛି ପାଣି ମିଶା ତେଲ । ଏହାକୁ ପକାଇଲେ ଆଉ ଆଗକୁ ଗଡ଼ୁନି ଗାଡ଼ି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଲମସି ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ତେଲ…

ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କଲେ ନକ୍ସଲ

ନିର୍ଭୟ ମିଡ଼ିଆ : ନୂଆପଡ଼ା : ନକ୍ସଲଙ୍କ ବର୍ବରକାଣ୍ଡ । ଘରକୁ ଡାକି ଜଣେ ଯୁବକଙ୍କୁ ନକ୍ସଲ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ । ଉକ୍ତ ଯୁବକଙ୍କ…

କରୋନା ମହାମାରୀକୁ ନେଇ ପୁଣି ସତର୍କ କରାଇଲା ‘ହୁ’

ଏଜେନ୍ସୀ : ନୂଆଦିଲ୍ଲୀ : ମୃତ୍ୟୁର ତାଣ୍ଡବ ରଚିବା ପରେ ନିୟନ୍ତ୍ରଣକୁ ଆସିଥିବା ମହାମାରୀ କୋଭିଡ୍‌ ଧିରେ ଧିରେ ତାର ସ୍ଥିତି ଜାହିର କରିବାରେ ଲାଗିଛି । କରୋନାର ତାର ପ୍ରଭାବ ବିସ୍ତାର କରୁଥିବାରୁ ଏନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ…

ଏକାଥରେ ୫ ପୁଲିସ୍‌ କର୍ମଚାରୀ ନିଲମ୍ବିତ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : କର୍ତ୍ତବ୍ୟରେ ଅନିୟମିତତା ଓ ଅହେତୁକ ଅନୁକମ୍ପା ପ୍ରଦର୍ଶନ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ମାଲକାନଗିରି ଜିଲ୍ଲାର ୫ ପୁଲିସ୍‌କର୍ମଚାରୀ । ଏହି କର୍ମଚାରୀମାନେ କୁଡୁମୁଲୁଗୁମ୍ମା ସ୍ଥିତ ପୁଲିସ୍‌ ଫାଣ୍ଡିରେ କାର୍ଯ୍ୟରତ ଥିଲେ । ସେମାନଙ୍କୁ କାର୍ଯ୍ୟରୁ…

ଆଜିଠାରୁ ଯୁକ୍ତ ଦୁଇ ନାମଲେଖା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜିଠାରୁ ଯୁକ୍ତ ଦୁଇ ନାମଲେଖା । ଯୁକ୍ତ ଦୁଇରେ ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା । ନାମଲେଖା ପ୍ରକ୍ରିୟା ସମୟ ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଅନୁଷ୍ଠିତ ହେବ ।…

ଦୁର୍ଦ୍ଦଶା ବଢ଼ାଉଛି ବର୍ଷା, ଜଳବନ୍ଦୀ ଅବସ୍ଥାରେ ୧୨ଟି ଜିଲ୍ଲାର ଲୋକ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ଉଦ୍‌ବେଗଜନକ ରହିଛି ବନ୍ୟା ସ୍ଥିତି । ରାଜ୍ୟର ୧୨ଟି ଜିଲ୍ଲା ଏବେ ବନ୍ୟାର ଆଁ ଭିତରେ ଥିବା ବେଳେ ବହୁ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବିଶେଷ କରି କଟକ, ଜଗତସିଂହପୁର,…

ଅବପାତରେ ପରିଣତ ହେଲା ଲଘୁଚାପ, ଓଡ଼ିଶା ପାଇଁ ରେଡ୍‌ ୱାର୍ଣ୍ଣିଂ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଆଜି ଅବପାତରେ ପରିଣତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର…