Day: 19 August 2022

ଭୁଶୁଡିଲା ୪ ମହଲା କୋଠା, ଅନେକ ଦବି ରହିଥିବା ଆଶଙ୍କା

ଏଜେନ୍ସୀ : ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବଡ ଧରଣର ଅଘଟଣ । ଭୁଶୁଡିଲା ୪ ମହଲା କୋଠା । ମୁମ୍ବାଇର ବୋରିବଲି ସ୍ଥିତ ସାଇବାବା ନଗରରେ ଏହି ଦୁର୍ଘଟଣା ଘଟିଛି । ଏକ ୪ ମହଲା କୋଠା…

ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ପାର୍ଟି ଭିଡିଓ ଭାଇରାଲ, ଡ୍ରଗ୍ସ ଟେଷ୍ଟ ଦାବି

ଏଜେନ୍ସୀ : ନୂଆଦିଲ୍ଲୀ : ବିବାଦରେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସନା ମାରିନ୍‌ । ସାମ୍ନାକୁ ଆସିଛି ତାଙ୍କର ଏକ ଡ୍ୟାନ୍ସ ଭିଡିଓ । ଯାହା ସୋସିଆଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି । ବିରୋଧୀ ଏହି ଭିଡିଓକୁ ନେଇ ତାଙ୍କୁ…

ସ୍କୁଲରେ ବଜ୍ରପାତ, ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର

ନିର୍ଭୟ ମିଡ଼ିଆ : ଦେବଗଡ଼ : ବଜ୍ରପାତରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏପରି ଦୁଃଖଦ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ପୁଟୁରାପଶି ୟୁପି ସ୍କୁଲରେ । ଛାତ୍ରଛାତ୍ରୀମାନଙ୍କୁ ଡାକ୍ତରଖାନାକୁ ନିଆଯାଇନାହିଁ । ସ୍କୁଲରେ…

ବ୍ରେନ୍‌ ଡେଡ୍‌ ନୁହେଁ, କୋମାରେ ଅଛନ୍ତି ରାଜୁ ଶ୍ରୀବାସ୍ତବ

ଏଜେନ୍ସୀ : ନୂଆଦିଲ୍ଲୀ : କୋମାରେ ଅଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ତାଙ୍କ ବ୍ରେନ୍‌ ଡେଡ୍‌ ହୋଇନାହିଁ, ସେ କୋମାରେ ଅଛନ୍ତି ବୋଲି କହିଛନ୍ତି ରାଜୁଙ୍କ ମ୍ୟାନେଜର ରାଜେଶ ଶର୍ମା । ଏହାସହ ସେ କହିଛନ୍ତି ଗତକାଲି ଅପେକ୍ଷା…

୬ ବର୍ଷ ପରେ ସିଲଭର ସ୍କ୍ରିନକୁ ଫେରିବେ ମିସେସ୍‌ ହରଭଜନ୍‌

ଏଜେନ୍ସୀ : ମୁମ୍ବାଇ : ପୁଣି ପରଦାକୁ ଫେରିବେ ମିସେସ୍‌ ଭଜ୍ଜି । ବଲିଉଡକୁ କମ୍‌ବ୍ୟାକ୍‌ କରିବେ କ୍ରିକେଟ ହରଭଜନ ସିଂହଙ୍କ ପତ୍ନୀ ଗୀତା ବସ୍ରା । ‘ଦି ଟ୍ରେନ୍‌’ ଅଭିନେତ୍ରୀ ଗୀତା ବସ୍ରାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ।…

ମାଲାଗୁଡା ଘାଟିରେ ଭୁସ୍ଖଳନ, ୪ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଚ୍ଥିନ୍ନ

ନିର୍ଭୟ ମିଡ଼ିଆ : ବାଲିଗୁଡ଼ା : ଲଗାଣ ବର୍ଷାରେ ଭୁସ୍ଖଳନ ଘଟି ୪ ପଞ୍ଚାୟତକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଚ୍ଥିନ୍ନ ହୋଇଛି । ଫଳରେ ୧୦ ହଜାରରୁ ଊଦ୍ଧ୍ୱର୍ ଲୋକେ ପ୍ରାୟ ବାହ୍ୟଜଗତରୁ ବିଚ୍ଚ୍ଥିନ୍ନ ହୋଇଯାଇଛନ୍ତି । ଲଗାଣ ବର୍ଷା ଯୋଗୁ କନ୍ଧମାଳ…

ଆଜି ଅତି ପ୍ରବଳ ବର୍ଷା, ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇ ଉପକୂଳ ଛୁଇଁବ । ଆଜି ସନ୍ଧ୍ୟାରେ ବାଲେଶ୍ୱର ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିବ…

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଅଡ଼ୁଆରେ ଦିଲ୍ଲୀର ଆପ ସରକାର । ସିବିଆଇ ପଞ୍ଝାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଡାହାଣ ହାତ କୁହାଯାଉଥିବା ମନିଷ ସିସୋଦିଆ । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ବାସଭବନରେ ସିବିଆଇ ରେଡ୍‌ କରିଛି । ଅବକାରୀ ପଲିସିକୁ…

‘ବ୍ରାହ୍ମଣୀ ଓ ବୁଢ଼ାବଳଙ୍ଗ ବେସିନରେ ଅଧିକ ବର୍ଷା ସମ୍ଭାବନା, ସ୍ଥିତି ଦେଖି ନିଷ୍ପତ୍ତି’

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର କମୁଛି । ହେଲେ ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଥିବାରୁ ୨ ଦିନ ଅବସ୍ଥାରେ ବେଶି ସୁଧାର ଆସିବନି । ଏହା ପରେ ଜଳସ୍ତର କମିବ ବୋଲି କହିଛନ୍ତି…

ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କୁ ହତ୍ୟା ଧମକ

ଏଜେନ୍ସୀ : ନୂଆଦିଲ୍ଲୀ : ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କୁ ହତ୍ୟା ଧମକ । ତାଙ୍କୁ ସୋସିଆଲ ମିଡିଆରେ ଧମକ ଦିଆଯାଇଛି । ଗତ ଅଗଷ୍ଟ ୧୪ ତାରିଖରେ ଅମନ ନାମକ ଏକ ଟୁଇଟର ହ୍ୟାଣ୍ଡଲରୁ ଏହି ଧମକ ଆସିଛି…