Day: 16 August 2022

ଭାଙ୍ଗିଲା ସଫେଇ ନାଳର ସୁଇସ୍ ଗେଟ୍

ନିର୍ଭୟ ମିଡିଆ : କୋଣାର୍କ : ପୁରୀ ଜିଲ୍ଲା ଗୋପ ନେତପୁରଠାରେ ସଫେଇ ନାଳର ସୁଇସ୍ ଗେଟ୍ ଭାଙ୍ଗିଯାଇଛି। ଫଳରେ କୁଶଭଦ୍ରା ନଦୀର ଵନ୍ୟା ଜଳ ଗାଁଗୁଡ଼ିକୁ ପଶିଯାଇଛି। ବନ୍ୟା ପାଣି ମାଡ଼ିଯିବା ଯୋଗୁ ନାଗପୁର,ବଡ଼ତରା, ତରକୋର ଓ ସୁତନ ଆଦି…

ବନ୍ୟାପାଣି ଘେରରେ ବାବା ସିଂହନାଥ ପୀଠ

ନିର୍ଭୟ ମିଡିଆ : ନରସିଂହପୁର : ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆସିଥିବାରୁ ଛାନିଆ ହେଲେଣି ଉପକୂଳ ଜିଲ୍ଲାବାସୀ। କେଉଁଠି ରାସ୍ତା ଉପରେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି ତ କେଉଁଠି ଘାଇ ଭାଙ୍ଗି ବନ୍ୟା ପାଣି ଗାଁ…

ମା’ ଆଖି ଆଗରେ ପୁଅକୁ ହାଣିଦେଲେ ଦୁର୍ବୃତ୍ତ

ନିର୍ଭୟ ମିଡ଼ିଆ : ବଲାଙ୍ଗିର : ମା’ ଆଖି ଆଗରେ ପୁଅକୁ ହାଣିଦେଲେ ଦୁର୍ବୃତ୍ତ । ପୁଅକୁ ବଞ୍ଚାଇବାକୁ ମା’ର ଆକୁଳ ଚିକ୍ରାର କାମ ଦେଲାନି । ଶେଷରେ ଘଟଣାସ୍ଥଳରେ ହିଁ ଆଖି ବୁଜିଦେଲା ୨୫ ବର୍ଷର ପୁଅ । ପୁଅକୁ…

ରାତି ଅଧରେ ବ୍ରିଜ ତଳକୁ ଖସିଲା ପିକଅପ ଭ୍ୟାନ୍‌

ନିର୍ଭୟ ମିଡ଼ିଆ : ଢେଙ୍କାନାଳ : ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ବ୍ରିଜ ତଳକୁ ଖସିପଡିଲା ପିକଅପ ଭ୍ୟାନ୍‌ । ଏହି ସମୟରେ ପିକ୍‌ଅପ୍‌ଭ୍ୟାନ୍‌ରେ ଡ୍ରାଇଭରଙ୍କ ସମେତ ୩ ଯାତ୍ରୀ ଥିବା ବେଳେ ସେମାନେ…

ନଦୀକୁ ଖସିଲା ସୁରକ୍ଷାକର୍ମୀଙ୍କ ବସ୍‌, ୬ ଆଇଟିବିପି ଯବାନ ସହିଦ

ଏଜେନ୍ସୀ : ଶ୍ରୀନଗର : ଜମ୍ମୁକଶ୍ମୀରରେ ବଡ ଦୁର୍ଘଟଣା। ନଦୀକୁ ଖସିଲା ୩୯ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ୍‌। ବ୍ରେକ୍ ଫେଲ୍ ହେବାରୁ ପହଲଗାମର ଫିସଲାନ୍‌ରେ ଥିବା ଏକ ଘାଟି ତଳ ନଦୀକୁ ବସ୍‌ଟି ଖସିଯାଇଥିବା ସୂଚନା ମଳିଛି। ଏଥିରେ ୬…

ପୁଣି ଆସୁଛି ଏକ ଲଘୁଚାପ ! ୧୮ରୁ ପ୍ରବଳ ବର୍ଷା ସମ୍ଭାବନା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୮ ତାରିଖରୁ ପ୍ରବଳ ବର୍ଷା ହୋଇପାରେ । ଆସୁଛି ଆଉ ଏକ…

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ଏଜେନ୍ସୀ : ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ନେତା ଅଟଳ ସମାଧି…

ବିପଦ ସଙ୍କେତ ଟପିଲା ଦଳେଇ ଘାଇ ଓ ଦେବୀ ନଦୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର ମହାନଦୀରେ ଉପରମୁଣ୍ଡ ଓ ତଳମୁଣ୍ଡରେ ବର୍ଷା ହେବା ଯୋଗୁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବିଭିନ୍ନ ନଦୀ ବିପଦ ସଙ୍କେତ ପାର କରିଛି । ଜଗତସିଂହପୁର ଜିଲ୍ଲାର ଦେବୀନଦୀର ଦଳେଇ ଘାଇ…

ବଢୁଛି ହୀରାକୁଦ ଜଳସ୍ତର, ମହାନଦୀରେ ୭୦ ଫୁଟର ଘାଇ

ନିର୍ଭୟ ମିଡ଼ିଆ : କଟକ/ସମ୍ବଲପୁର : ପ୍ରଶାସନର ନିଦ ହଜାଇଲାଣି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଲଘୁଚାପଜନିତ ଲଗାଣ ବର୍ଷା ହେତୁ ହୀରାକୁଦର ଜଳସ୍ତର ବଢ଼ି ଚାଲିଥିବା ବେଳେ ମହାନଦୀ ବି ଫୁଲୁଛି । ମହାନଦୀରେ ବନ୍ୟା ଆସିବା ଫଳରେ କଟକ…

ଆସନ୍ତା ୩ ଘଣ୍ଟାରେ ପିକ୍‌ ଛୁଇଁବ ବନ୍ୟା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍‌ ଛୁଇଁବ । ଏହି ୩ ଘଣ୍ଟା ଆମ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଆଜି ଏହି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର…