Day: 12 August 2022

ଦେଶର ମୋଟ ୧୫୧ ପୁଲିସ ଅଫିସରଙ୍କୁ ମିଳିବ ପଦକ, ଓଡ଼ିଶାରୁ ଅଛନ୍ତି ୪ ଅଧିକାରୀ

ନିର୍ଭୟ ମିଡିଆ : ଭୁବନେଶ୍ୱର : ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ମୋଟ ୧୫୧ ପୁଲିସ ଅଫିସରଙ୍କୁ ପଦକ ଦିଆଯିବା ନିମନ୍ତେ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ପୁଲିସ୍ ଅଧିକାରୀ ରହିଥିବା ଜଣାଯାଇଛି।…

କାଲିଠୁ ପ୍ରବଳ ବର୍ଷିବ, ୬୫ କି.ମି. ବେଗରେ ବହିବ ପବନ

ନିର୍ଭୟ ମିଡିଆ : ଭୁବନେଶ୍ୱର : ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢ଼ିବ। ୧୩ ଓ ୧୪ ତାରିଖରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ…

ସ୍ୱାଧୀନତା ଦିବସ ପୂର୍ବରୁ ରାଜଧାନୀରୁ ମିଳିଲା ୨ ହଜାର ଅଫୁଟା କ୍ୟାଟ୍ରିଜ୍

ଏଜେନ୍ସୀ : ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ବଡ଼ଧରଣର ହମଲା ପାଇଁ ଚାଲିଥିଲା କି ଯୋଜନା? କାରଣ ସ୍ୱାଧୀନତା ଦିବସର ୨ ଦିନ ପୂର୍ବରୁ ଦିଲ୍ଲୀ ପୁଲିସ୍କୁ ମିଳିଛି ବିପୁଳ ପରିମାଣର ଅଫୁଟା କ୍ୟାଟ୍ରିଜ୍। ଦିଲ୍ଲୀ ଆନନ୍ଦ ବିହାର ଅଞ୍ଚଳରେ…

ଆରଜେଡିକୁ ମିଳିପାରେ ୧୮ ମନ୍ତ୍ରୀ ପଦ, ଜେଡିୟୁକୁ ୧୪

ଏଜେନ୍ସୀ : ନୂଆଦିଲ୍ଲୀ : ନୀତୀଶ କୁମାରଙ୍କ ଜେଡିୟୁ ସହ ହାତ ମିଳାଇ ବିହାରରେ ସରକାର ଗଠନ କରିଥିବା ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ରାଜ୍ୟରେ ବଡ଼ ଭାଇ ଭୂମିକାରେ ରହିବ । ଜେଡିୟୁ ପାଖରେ ମାତ୍ର ୪୩ଟି ଆସନ ଥିଲେ…

ହର ଘର ତ୍ରିରଙ୍ଗା : ଦଳୀୟ କାର୍ଯ୍ୟାଳୟରେ ଭାଜପା ବିକ୍ରି କରୁଛି ଜାତୀୟ ପତାକା

ଏଜେନ୍ସୀ : ଲକ୍ଷ୍ନୌ : ସ୍ୱାଧୀନତାର ଅମୃତ ମହୋତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ରୁ ୧୫ ତାରିଖ ଯାଏ ହର ଘର ତ୍ରିରଙ୍ଗା ଅଭିଯାନର ଆହ୍ୱାନ ଦେଇଛନ୍ତି । ଏହି ସମୟରେ ସମସ୍ତଙ୍କୁ ନିଜ ନିଜ ଘରେ ଜାତୀୟ ପତାକା…

ନିଜ ଦଳକୁ ବାଣ ମାରିଲେ ଭାଜପାର ପଙ୍କଜା ମୁଣ୍ଡେ

ଏଜେନ୍ସୀ : ଲକ୍ଷ୍ନୌ : ମହାରାଷ୍ଟ୍ର ଭାଜପାରେ ଅସନ୍ତୋଷର ନିଆଁ କୁହୁଳିବା ଆରମ୍ଭ ହୋଇଛି । ପରକ୍ଷୋରେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି ଜଣଙ୍କ ଜଣେ ଭାଜପା ନେତା । ବିଶେଷ କରି ନୂଆ କରି ମହାରାଷ୍ଟ୍ରରେ…

ମମତାଙ୍କ ବିରୋଧରେ ଟିଏମସି ନେତାଙ୍କୁ ଉସକାଇଲା ବିଜେପି

ଏଜେନ୍ସୀ : ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଟିଏମସି ନେତାମାନଙ୍କୁ ଉସକାଇବା ଆରମ୍ଭ କରିଛି ଭାଜପା । ଜଣଙ୍କ ଜଣେ ଟିଏମସି ନେତା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଗିରଫ ହେଉଥିବା ବେଳେ ମମତା କିଛି କରି…

ବାଇକ ଓ ଅଟୋ ଉପରେ ମାଡ଼ିଗଲା କାର୍‌, ୬ ମୃତ

ଏଜେନ୍ସୀ : ଗୁଜରାଟ : ସିରିଜ୍‌ ଦୁର୍ଘଟଣା ଘଟାଇଛି ଦ୍ରୁତଗାମୀ ଏସୟୁଭି । କାରଟି ଗୋଟିଏ ଅଟୋ ଓ ବାଇକ ଉପରେ ମାଡ଼ି ଯିବାରୁ ୬ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି ।…

ବିପଦ ସଙ୍କେତ ଉପରେ ଜଳକା ନଦୀ

ନିର୍ଭୟ ମିଡ଼ିଆ : ଜଳେଶ୍ୱର : ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଳକ୍‌ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବସ୍ତା ବ୍ଲକ୍‌ର ମଥାନୀଠାରେ ଜଳକା ନଦୀର…

କ୍ଲିନିକ୍‌ ବିକ୍ରି ନାଁରେ ଡାକ୍ତରଙ୍କଠୁ ଲୁଟିଥିଲେ ୪ .୬୪ କୋଟି, ବନ୍ଧା ହେଲେ ୩

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର ବ୍ରହ୍ମପୁର ସହରର ଭାବାନଗରରେ ଥିବା ଆପୋଲୋ କ୍ଲିନିକ୍‌ ବିକ୍ରି ନାଁରେ ୪କୋଟି ୬୪ଲକ୍ଷଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । କ୍ଲିନିକ୍‌ଦେବା ନାଁରେ ଜଣେ ଡାକ୍ତରଙ୍କଠାରୁ ବିପୁଳ ପରିମାଣର ଟଙ୍କା ଲୁଟିଥିବା ଅଭିଯୋଗରେ ୩ ଜଣଙ୍କୁ…