Day: 9 August 2022

ସର୍ପାଘାତ ରୋଗୀଙ୍କୁ ଡାକ୍ତରଖାନା ନ ନେଇ ଗୁଣିଆ ପାଖକୁ ନେଲେ, ଚାଲିଗଲା ୨ ଜୀବନ

ନିର୍ଭୟ ମିଡ଼ିଆ : ବଣାଇ : ବିଜ୍ଞାନ ଯୁଗରେ ବି ଲୋକମାନେ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି । ଚିକିତ୍ସା ପରିବର୍ତ୍ତେ ଝଡ଼ାଫୁଙ୍କାକୁ ଆପଣାଉଛନ୍ତି । ଡାକ୍ତରଙ୍କ ଚିକିତ୍ସା ଅପେକ୍ଷା ଗୁଣିଆର ଝଡ଼ାଫୁଙ୍କା ଦ୍ୱାରା ସାପ କାମୁଡ଼ା ଓ ଅନେକ ରୋଗ…

ବିନିକା ବ୍ଲକ ସିଲଜୁରୀ ଗ୍ରାମରେ ଏବେ ବି ମୌଳିକ ସୁବିଧା ଅପହଞ୍ଚ

ନିର୍ଭୟ ମିଡ଼ିଆ : ସୁବର୍ଣ୍ଣପୁର : କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ଡେଙ୍ଗୁରା ପିଟିବାରେ ବ୍ୟସ୍ତ । ହେଲେ ଲୋକଙ୍କ ଦୁଃଖ ବୁଝିବାକୁ କାହାର ଦରଦ ନାହିଁ । ଆମେ ନମ୍ବର ୱାନ, ଆମ…

ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ କୃଷି ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ନିର୍ଭୟ ମିଡ଼ିଆ : ବରଗଡ଼ : ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ଆଉ ଜଣେ ସରକାରୀ ବାବୁ । ବିନା ଲାଇସେନ୍ସରେ ସାର ଦୋକାନ ଖୋଲିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ପଦ୍ମପୁର ଉପଖଣ୍ଡ…

ରାସ୍ତାକଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ନିର୍ଭୟ ମିଡ଼ିଆ : ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି । ଦୁର୍ଘଟଣାରେ ୩୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ବିରୁଡ଼ି ଆକ୍ରମଣରେ ଶିଶୁପୁତ୍ର ମୃତ, ମା’ଝିଅ ଗୁରୁତର

ନିର୍ଭୟ ମିଡ଼ିଆ : ନାରାୟଣପାଟଣା : ଘରେ ଖେଳୁଥିବା ବେଳେ ଦୁଇ ଶିଶୁଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ ବିରୁଡ଼ି । ଛୁଆଙ୍କୁ ରକ୍ଷା କରିବା ପାଇଁ ଆସିଥିବା ମା’କୁ ବି ଛାଡ଼ିନଥିଲେ ବିରୁଡି । ଶେଷରେ ବିରୁଡି ଆକ୍ରମଣରେ ଶିଶୁପୁତ୍ରର ମୃତ୍ୟୁ…

ଡେରଜାଙ୍ଗ ପ୍ରକଳ୍ପରେ ଭାସୁଛି ମୃତଦେହ

ନିର୍ଭୟ ମିଡ଼ିଆ : ଅନୁଗୋଳ : ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପରେ ଆଜି ଏକ ମୃତଦେହ ଭାସମାନ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଗତ ରବିବାରଠୁ ପ୍ରକଳ୍ପକୁ ବୁଲିବାକୁ ଯାଇ ଜଣେ ଯୁବକ ନିଖୋଜ…

ଗୁଗଲ ବିଲ୍ଡିଂରେ ବିସ୍ଫୋରଣ, ୩ ଗୁରୁତର

ଏଜେନ୍ସୀ : ୱାଂଶିଟନ୍‌ : ଗୁଗଲ ବିଲ୍ଡିଂରେ ବିସ୍ଫୋରଣ । ସର୍ଚ୍ଚ ଇଞ୍ଜିନ୍‌ ଗୁଗଲର ଆମେରିକ ସ୍ଥିତ କାଉନ୍‌ସିଲ୍‌ ବ୍ଲଫ୍ସ ଡାଟା ସେଣ୍ଟରରେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି ।…

ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀ ଗିରଫ

ଏଜେନ୍ସୀ : ଲକ୍ଷ୍ନୌ : ଧରାପଡିଲେ ଫେରାର ଭାଜପା ନେତା । ମହିଳାଙ୍କୁ ଗାଳିଗୁଲଜ କରିଥିବା ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କଲା ପୁଲିସ । ନଏଡାର ଗ୍ରାଣ୍ଡ ଓମ୍ୟାକ୍ସ କଲନୀରେ ଜଣେ ମହିଳାଙ୍କୁ ଗାଳିଗୁଲଜ ସହ ଅଭଦ୍ରାମି କରିଥିବା…

ସଞ୍ଜୟ ରାଉତ ଜଣେ ପ୍ରଭାବଶାଳୀ ବ୍ୟକ୍ତି, ସେ ପ୍ରମାଣ ନଷ୍ଟ କରିପାରନ୍ତି: ଇଡି

ଏଜେନ୍ସୀ : ମୁମ୍ବାଇ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଆଜି ଅଗଷ୍ଟ ୨୨ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏକ ଜମି ଦୁର୍ନୀତି ମାମଲାରେ ସଞ୍ଜୟଙ୍କୁ ଇଡି ଗିରଫ କରିଛି…

ଡୋନାଲ୍ଡ ଟ୍ରମ୍ପଙ୍କ ଘର ସିଜ୍‌, ରେଡ୍‌ କଲା ଏଫ୍‌ବିଆଇ

ଏଜେନ୍ସୀ : ୱାଂଶିଟନ୍‌ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫ୍‌ବିଆଇ ରେଡ୍‌ । ସୋମବାର ଫ୍ଲୋରିଡାର ପାମ୍‌ବିଚ୍‌ ସ୍ଥିତି ଟ୍ରମ୍ପଙ୍କ ମାର୍‌ଏ-ଲାଗୋ ଘରେ ଏଫ୍‌ବିଆଇ ଚଢ଼ାଉ କରି ସିଜ୍‌ କରିଛି । ଏନେଇ ଖୋଦ୍‌ ଡୋନାଲ୍ଡ ଟ୍ରମ୍ପ…