Day: 5 August 2022

ସିବିଆଇ କାର୍ୟ୍ୟାଳୟରେ ମହିମା ମିଶ୍ରଙ୍କୁ ଜେରା, ୪ ଗିରଫ

ନିର୍ଭୟ ମିଡିଆ : ଭୁବନେଶ୍ୱର : ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେବା ମାମଲାରେ ଶିଳ୍ପପତି ମହିମା ମିଶ୍ର ଓ ପୁଅ ଚନ୍ଦନ ମିଶ୍ରଙ୍କୁ ଗତକାଲି ସିବିଆଇ ଘଣ୍ଟା ଘଣ୍ଟା କାଳ ଜେରା କରିଥିବା ବେଳେ ଆଜି ସିବିଆଇ କାର୍ୟ୍ୟାଳୟରେ ହାଜର…

ଆମେରିକା ସହ ସମ୍ପର୍କ ଚ୍ଛିନ୍ନ କଲା ଚାଇନା ! ନାନ୍ସିଙ୍କ ଉପରେ ଲଗାଇଲା କଟକଣା

ଏଜେନ୍ସୀ : ବେଜିଂ : ତାଇୱାନ ସହ ବିବାଦକୁ ଦୃଷ୍ଟିରେ ରଖି ରାଗରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାରେ ଲାଗିଛି ଚାଇନା। ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ଚାଇନାର ଧମକ ସତ୍ତ୍ୱେ ତାଇୱାନ ଗସ୍ତ କରିଥିବାରୁ ବେଜିଂ ଏବେ ପ୍ରତିଶୋଧ…

ବିଜୟରୁ ଅଭିଯାନ ଆରମ୍ଭ କଲେ ବଜରଙ୍ଗ ଓ ଦୀପିକ ପୁନିଆ

ଏଜେନ୍ସୀ : ବର୍ମିଂହାମ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜିଠାରୁ ଆରମ୍ଭ ହୋଇଛି କୁସ୍ତି ଇଭେଣ୍ଟ। ଏକାଧିକ ଭାରତୀୟ ଷ୍ଟାର ମଧ୍ୟ ଆଜି ମ୍ୟାଟ୍ ଉପରେ ନଜର ଆସିଛନ୍ତି। ଭାରତର ଦୁଇ ଷ୍ଟାର ରେସଲର ବଜରଙ୍ଗ ପୁନିଆ ଓ ଦୀପକ ପୁନିଆ…

ଗୋଟିଏ ସ୍କୁଲରେ ୪୧ ଛାତ୍ରୀ କରୋନା ପଜିଟିଭ

ନିର୍ଭୟ ମିଡିଆ : ରାୟଗଡା : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକକୁ ଫେରିଛି ମହାମାରୀ କରୋନା। ଏଥର ଏହି କରୋନା ବିଭୀଷିକାର ଶିକାର ହେଇଛନ୍ତି ଅନୁସୂଚିତ ଜନଜାତି/ଜାତି ବିଭାଗ ପରିଚାଳିତ ସରକାରୀ ଉଚ୍ଚ ବାଳିକା…

ବିଷାକ୍ତ ମଦ ପିଇ ୭ ମୃତ, ୧୫ ଗୁରୁତର

ଏଜେନ୍ସୀ : ବିହାର : ବିହାରରେ ପୁଣି ନକଲି ମଦମୃତ୍ୟୁ । ରାଜ୍ୟରେ ବିଷାକ୍ତ ମଦ୍ୟପାନ କରି ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଅସୁସ୍ଥ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକ ଦୃଷ୍ଟି ଶକ୍ତି ହରାଇ ଥିବା ଜଣାପଡ଼ିଛି।…

ଦରଦାମ ବୃଦ୍ଧି ନେଇ କଂଗ୍ରେସର ହଙ୍ଗାମା: ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଅଟକ

ଏଜେନ୍ସୀ : ନୂଆଦିଲ୍ଲୀ : ଦରଦାମ ବୃଦ୍ଧି ଏବଂ ଜିଏସଟି ସ୍ଲାବକୁ ବିରୋଧ କରି ଆଜି ଦେଶବ୍ୟାପି କଂଗ୍ରେସ ଆନ୍ଦୋଳନ ଡାକରା ଦେଇଥିବା ବେଳେ ରାଜଧାନୀ ଦିଲ୍ଲୀ କମ୍ପମାନ ହୋଇଛି। ମୁଦ୍ରାସ୍ପିତି, ଦରଦାମ ବୃଦ୍ଧି ଏବଂ ଜିଏସଟି ସ୍ଲାବକୁ ବିରୋଧ କରି…

ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବଦଳିଲେ ୫ ପୁଲିସ କର୍ମଚାରୀ

ଏଜେନ୍ସୀୂ : ଚେନ୍ନାଇ ମହଙ୍ଗା ପଡ଼ିଲା ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ । ବ୍ୟୁଟି ପିଜାଣ୍ଟରେ ଭାଗ ନେଇଥିବା ୫ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଶୁକ୍ରବାର ତାମିଲନାଡ଼ୁର ଜଣେ ଏସଆଇ ସମେତ ୫ ଜଣଙ୍କୁ ବଦଳି କରାଯାଇଛି…

ଆଜି ଇଡିରେ ହାଜର ହେବେ ସଞ୍ଜୟଙ୍କ ପତ୍ନୀ

ଏଜେନ୍ସୀ : ମୁମ୍ବାଇ : ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଇଡିର ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି କୋର୍ଟ। ମୁମ୍ବାଇର ଏକ ସ୍ପେସିଆଲ କୋର୍ଟ ସଞ୍ଜୟ ରାୱତଙ୍କ ଇଡି ହେପାଜତ ଅବଧିକୁ ଅଗଷ୍ଟ ୮ ପର୍ୟ୍ୟନ୍ତ…

୬ରୁ ୧୦ ଯାଏ ପ୍ରବଳ ବର୍ଷା

ନିର୍ଭୟ ମିଡିଆ : ଭୁବନେଶ୍ୱର : ଦକ୍ଷିଣରେ ମୌସୁମୀର ନିମ୍ନଚାପ ରେଖା ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ହେଲେ ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୬ ତାରିଖଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ…

ମାର୍କେଟ ବିଲ୍ଡିଂ ନିକଟରେ ଅଟୋକୁ ଧକ୍କା ଦେଲା ବାଇକ୍‌

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ନିକଟରେ ଏକ ବାଇକ୍‌ ଅଟୋକୁ ପଛରୁ ଧକ୍କା ଦେବା ଫଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିଲା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି…