Month: August 2022

ଲଙ୍କାଗୁଣ୍ଡ ଫିଙ୍ଗି ୨ କୋଟିର ଅଳଙ୍କାର ଲୁଟି ନେଲେ ନକଲି ପୁଲିସ

ଏଜେନ୍ସୀ : ନୂଆଦିଲ୍ଲୀ : ପୁଲିସ ବେଶରେ ଆସି କଳାକନା ବୁଲାଇଲେ। ନକଲି ପୁଲିସ ସାଜି ଲୁଟିନେଲେ ୨ କୋଟିର ସୁନା ଅଳଙ୍କାର। କର୍ମଚାରୀଙ୍କୁ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ଲୁଟ୍ କଲେ ଦୁର୍ବୃତ୍ତ। ଏଭଳି ଏକ ଘଟଣା ଘଟିଛି ନୂଆଦିଲ୍ଲୀର…

ଟ୍ରାଫିକ୍ କନଷ୍ଟେବଳଙ୍କୁ ନିର୍ଧୁମ ଛେଚିଲେ ବାଇକ୍ ଆରୋହୀ

ନିର୍ଭୟ ମିଡିଆ : ଭୁବନେଶ୍ୱର : ଟ୍ରାଫିକ୍ କନଷ୍ଟେବଳଙ୍କୁ ନିର୍ଘାତ ମାଡ। ଟ୍ରାଫିକ୍ କନଷ୍ଟେବଳଙ୍କୁ ନିର୍ଧୁମ ଛେଚିଲେ ବାଇକ୍ ଆରୋହୀ। ବିଚ୍ ରାସ୍ତାରେ ଲୋକାଲ ଟୋକା କହି ଦେଖାଇଲେ ଦାଦାଗିରି। ଭୁବନେଶ୍ୱର ଲିଙ୍ଗିପୁର ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା। ସୂଚନା…

କୁଆଖାଇ ନଦୀରେ ବୁଡି ୨ ଯୁବକ ନିଖୋଜ

ନିର୍ଭୟ ମିଡିଆ : କଟକ : ଗାଧୋଇବା ବେଳେ ଅଘଟଣ। କୁଆଖାଇ ନଦୀରେ ବୁଡିଗଲେ ଦୁଇ ଯୁବକ।କଟକ ପ୍ରତାପନଗରୀ ନିକଟରେ ଗାଧୋଉଥିବା ବେଳେ ୨ଜଣ ଯୁବକ ନିଖୋଜ ହୋଇଥିବା ଜଣାପଡିଛି। ଉଦ୍ଧାର ପାଇଁ ସଦର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ…

ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ନିର୍ଭୟ ମିଡିଆ : ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚଳରେ ଜଣେ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଶୁଭଶ୍ରୀ ମହାପାତ୍ର। ତାଙ୍କୁ ୩୫ ବର୍ଷ ହୋଇଥିଲା। ଗତକାଲି ଶୁଭଶ୍ରୀଙ୍କ ମୃତଦେହ…

ପୂର୍ବତନ ବିଚାରପତି ଜଷ୍ଟିସ୍ ଦେବପ୍ରିୟ ମହାପାତ୍ରଙ୍କ ପରଲୋକ

ନିର୍ଭୟ ମିଡିଆ : ଭୁବନେଶ୍ୱର : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଓଡ଼ିଶା ରାଜ୍ୟ ମାନବାଧିକାର କମିଶନର…

ଅଗ୍ରପୂଜ୍ୟଙ୍କ ‘ପୁଷ୍ପା’ ଅନ୍ଦାଜ, ଝୁକେଗା ନେହିଁ ଷ୍ଟାଇଲରେ ବିରାଜମାନ

ଏଜେନ୍ସୀ : ନୂଆଦିଲ୍ଲୀ : ଥମୁନି ‘ପୁଷ୍ପା’ ଫିଭର୍। ଯେବେଠୁ ସାଉଥ ଷ୍ଟାର୍ ଆଲୁ ଅର୍ଜୁନଙ୍କ ‘ପୁଷ୍ପା’ ଫିଲ୍ମ ରିଲିଜ ହୋଇଛି ସେବେଠୁ ଲାଗି ରହିଛି ଲୋକଙ୍କ ମଧ୍ୟରେ କ୍ରେଜ। ବିଦେଶରେ ମଧ୍ୟ ଛାଇ ଯାଇଛି ‘ପୁଷ୍ପା’ ଅନ୍ଦାଜ। ଫିଲ୍ମର ‘ଝୁକେଗା…

ଆତଙ୍କବାଦୀ ଲିଙ୍କ ଅଭିଯୋଗ, ଭଙ୍ଗାଗଲା ମଦ୍ରାସା

ଏଜେନ୍ସୀ : ଗୌହାଟି : ମହଙ୍ଗା ପଡ଼ିଲା ଆତଙ୍କବାଦୀ ଲିଙ୍କ। ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଆସାମର ବୋଙ୍ଗାଇ ଗାଁରେ ଥିବା ଏକ ମଦ୍ରାସାକୁ ଭଙ୍ଗାଯାଇଛି। ଆତଙ୍କବାଦୀ ସଙ୍ଗଠନ ଆଲକାଇଦା ସହ ସମ୍ପର୍କ ଥିବା ଅଭିଯୋଗରେ ପୂର୍ବରୁ ୫ ଜଣଙ୍କୁ ପୁଲିସ ଗିରଫ…

ଓଡ଼ିଶା ଆସିବେ ବିଜେପି ସଭାପତି ଜେପି ନଡ୍ଡା

ନିର୍ଭୟ ମିଡିଆ : ଭୁବନେଶ୍ୱର : ଓଡ଼ିଶା ଆସିବେ ଭାଜପା ସଭାପତି ଜେପି ନଡ୍ଡା। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଓଡ଼ିଶା ଆସିବାର କାର୍ୟ୍ୟକ୍ରମ ରହିଛି। ଭାଜପା ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି,…

ସମସ୍ତ ଚିନୁକ୍ ଲଢ଼ୁଆ ହେଲିକପ୍ଟରକୁ ବସେଇ ଦେଲା ଆମେରିକା

ଏଜେନ୍ସୀ : ନୂଆଦିଲ୍ଲୀ : ସବୁ ଚିନୁକ୍ ଲଢ଼ୁଆ ହେଲିକପ୍ଟରକୁ ସାମୟିକ ଅବ୍ୟାହତି ଦେଲା ଆମେରିକା ସେନା । ଇଂଜିନରେ ନିଆଁ ସମସ୍ୟା ଯୋଗୁ ସମସ୍ତ ୪୦୦ ଚିନୁକ୍ ହେଲିକପ୍ଟରକୁ ଆମେରିକା ସେନା ଓହ୍ଲାଇ ଦେଇଥିବା ସୂଚନା ମିଳିଛି । ଅନ୍ତର୍ଜାତୀୟ…

ଚାଲିଗଲେ ସୋଭିଏତ ରୁଷର ଶେଷ ରାଷ୍ଟ୍ରପତି

ଏଜେନ୍ସୀ : ମସ୍କୋ : ବିନା ରକ୍ତପାତରେ ଶୀତଳ ଯୁଦ୍ଧକୁ ନିଣ୍ଣାୟକ ପରିଣାମ ଦେଇଥିବା ସୋଭିଏତ ରୁଷର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ଭାଚୋଭଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ମସ୍କୋ ଏକ…