କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ ପୁଲିସଙ୍କୁ ଏସି ହେଲମେଟ୍ ପ୍ରଦାନ

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ପ୍ରବଳ ଖରା ସତ୍ତ୍ୱେ ଟୋପିଟିଏ ପିନ୍ଧି ଟ୍ରାଫିକ ଛକମାନଙ୍କରେ ଟ୍ରାଫିକ ପୁଲିସମାନେ ଡ୍ୟୁଟି କରିଥାନ୍ତି। ତେବେ ବର୍ତ୍ତମାନ କମିଶନରେଟ ପୁଲିସ…

ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା: କଟିଲା ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ

ଭୁବନେଶ୍ବର: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ୍ ଘୋଷଣା କରିଛନ୍ତି। ବିଜେଡି଼ର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୪ ନୂଆ ମୁହଁ ଥିବା ବେଳେ ୪ ମହିଳା ଅଛନ୍ତି। ବର୍ଷା ପ୍ରିୟଦର୍ଶିନୀଙ୍କୁ…

ମହାନଦୀରେ ଡଙ୍ଗାବୁଡ଼ି ଘଟଣା: ୭ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ରେମତା ପଞ୍ଚାୟତର ଶରଧା ନଦୀଘାଟ ନିକଟରେ ଡଙ୍ଗା ଓଲଟି ଗତକାଲି ଜଣେ ପ୍ରାଣ ହରାଇଥିବା ବେଳେ ୭ଜଣ ନିଖୋଜଥିଲେ। ଖବର ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ମୋଟ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ଜଣେ…

ନବୀନଙ୍କ ସହ ସାମ୍ନା ସାମ୍ନି ଲଢିବୁ: ଅମିତ ଶାହ

ଓଡ଼ିଶାରେ ଏକାକୀ ଲଢ଼ିବା ନେଇ ବିଜେପି ନିଷ୍ପତ୍ତିର କାରଣ ଖୋଲିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। କହିଲେ ଓଡ଼ିଆ ଭାଷା, ସଂସ୍କୃତି ଓ ଓଡ଼ିଶା ରାଜ୍ୟର ଗର୍ବ ପାଇଁ ଅଲଗା ଲଢ଼ିବାକୁ ନିଷ୍ପତ୍ତି ନେଲା ବିଜେପି। ଏହା ଆମ କାର୍ଯ୍ୟକର୍ତ୍ତାଙ୍କର ଦୃଢ଼…

ନିରପେକ୍ଷ ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଆଇନ ମନ୍ତ୍ରୀ ଜଗନ୍ନାଥ ସରକା ବିଷମ କଟକର ମୁନିଗୁଡାରେ ନିର୍ବାଚନ ପ୍ରଚାର୍ ପାଇଁ ଯାଇଥିବା ସମୟରେ ସଧାରଣ ଭୋଟର ମାନେ ତାଙ୍କୁ ଜଳ ସମସ୍ୟାକୁ ନେଇ ପ୍ରଶ୍ନ କରିଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ସହ ଥିବା କିଛି ଅସାଧୁ ବ୍ୟକ୍ତି…

ଲଖନପୁର ନୌକା ଦୁର୍ଘଟଣା; ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା 

ଝାରସୁଗୁଡା ଜିଲ୍ଲା ଲଖନପୁର ର ଶରଧା ରେ ମହାନଦୀ ରେ ଏକ ନୌକା ଦୁର୍ଘଟଣରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା…

ମହାନଦୀରେ ବୁଡିଲା ଡଙ୍ଗା

ମହାନଦୀରେ ବୁଡ଼ିଲା ଡଙ୍ଗା। ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ ଲୋକେ ବରଗଡ଼ ବାଞ୍ଜିପାଲିକୁ ଯାଉଥିବା ବେଳେ ବୁଡ଼ିଗଲା ଡଙ୍ଗା। ଡଙ୍ଗାରେ ପ୍ରାୟ ୫୦ ରୁ ଉର୍ଦ୍ଧ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ଜଣା ପଡ଼ିଛି। ନିକଟରେ ଥିବା…

କଲବଲ କରୁଛି ତାତି!

ଭୁବନେଶ୍ବର: ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସାଢ଼େ ୨.୩୦ ସୁଦ୍ଧା ୪୧.୨ ସହ ସୁନ୍ଦରଗଡ ସର୍ବାଧିକ ଉତ୍ତପ୍ତ ସହର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା…

ଚେକିଂ ବେଳେ ୬ ଲକ୍ଷ ଜବତ

ପଦ୍ମପୁର : ଚେକିଂବେଳେ ବାଇକ୍ରୁ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି । ଝାରବନ୍ଧ ଥାନା ଡଭା ଛକରେ ଚେକିଂ ବେଳେ ଜବତ ହୋଇଛି । ୬ ଲକ୍ଷ ୫୨ ହଜାର ଟଙ୍କା କରିଛି ଝାରବନ୍ଧ ଥାନା ପୋଲିସ ।…

ଓଡଗାଁ ଥାନା ଘେରିଲେ ବିଜେପି କର୍ମୀ

ନୟାଗଡ : ସରପଞ୍ଚଙ୍କ ସ୍ୱାମୀ ନାଁରେ ଦୁଷ୍କମ ଅଭିଯୋଗ ମାମଲା । ଓଡଗାଁ ଥାନା ଅଞ୍ଚଳରେ ଦୁଷ୍କମ ମାମଲାରେ ତାତିରେ ବିଜେପି କର୍ମୀ । ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଥାନା ଘେରିଲେ ବିଜେପି କର୍ମୀ । ଥାନା ଭିତରକୁ ଧସେଇ ପଶିବା…