1 Comment

  1. ଠୀକ କଥା ।ସି ବି ଆଇ ଭୟରେ ନବୀନ କେନ୍ଦ୍ରର ଏନ୍ଡିଏ ସରକାର ବିଭିନ୍ନ ଆଳ ଦେଖାଇ ପରୋକ୍ଷ ସମର୍ଥନ ବାରମ୍ବାର ଦେଇ ଚାଲିଛନ୍ତି। ରାଜ୍ୟରେ ଭାଜପା ସହିତ ବିଜଦ ର ତୃଣମୁଳ ସ୍ତରରୁଆରମ୍ଭ କରି ରାଜ୍ୟ ସ୍ତର ଯାଏ ଲଢେଇ ଜାରି ରହିବା,କେନ୍ଦ୍ର ବିରୁଦ୍ଧରେ ବାରମ୍ବାର ରାଜ୍ୟ ପ୍ରତି ଅବହେଳା ଅଭିଯୋଗ ସତ୍ତ୍ବେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଯଥା ରାଷ୍ଟ୍ରପତି ନିର୍ବାଚନ ରେ ସମର୍ଥନ, ଅନାସ୍ଥା ପ୍ରସ୍ତାବ ଭୋଟରେ ଅନୁପସ୍ଥିତି ତଥା ରାଜ୍ୟ ସଭା ଉପସଭାପତି ନିର୍ବାଚନରେ ଏନ୍ ଡିଏନଏ ପ୍ରାଥିଙ୍କୁ ସମର୍ଥନ ଦେଇଛନ୍ତି।

Leave a Reply

Your email address will not be published.


*