୬୦୦ ଶିଶୁଙ୍କ ହାର୍ଟ ଅପରେସନ ପାଇଁ ଅର୍ଥ ଯୋଗାଡ଼ କଲେ ଗାଭାସ୍କର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ନିଜ ବ୍ୟସ୍ତ ଜୀବନରୁ ସମୟ କାଢ଼ି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଜନକଲ୍ୟାଣ ପାଇଁ ମଧ୍ୟ ନିଜ ଯୋଗଦାନ ଦେଇଥାନ୍ତି । ହାର୍ଟ ଟୁ ହାର୍ଟ ଫାଉନେ୍ଦସନ ସହ ଜଡ଼ିତ ଥିବା ଗାଭାସ୍କର ଏବେ ୬୦୦ ଜଣ ହୃଦରୋଗରେ ଆକ୍ରାନ୍ତ ଥିବା ଅଭାବୀ ଶିଶୁଙ୍କ ଲାଗି ଚିକିତ୍ସାର ଖର୍ଚ୍ଚ ଯୋଗାଡ଼ କରି ଦେଇଛନ୍ତି । ସତ୍ୟସାଇ ସଞ୍ଜିବନୀ ହସ୍ପିଟାଲରେ ଏହି ଅପରେସନ ହେବ । ଏହି ପିଲାମାନଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବାକୁ ଗାଭାସ୍କର ନିକଟରେ ଆମେରିକାର ବହୁ ସହରକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହି କାର୍ଯ୍ୟକ୍ରମରୁ ମିଳିଥିବା ଅର୍ଥରେ ଏବେ ଏହି ପିଲାମାନଙ୍କର ଚିକିତ୍ସା କରାଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*