ହିଚ୍‌କୀରେ ମିଳୁଛି ଆଲିଆ ଭାତ, ସଲମନ୍‌ ପାନ, କ୍ୟାଟ୍ରିନା ସାଲାଡ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ:ମୁମ୍ବାଇ

ଅନେକ ସମୟରେ ଭଲ ଖାଦ୍ୟ ଖାଇବାର ମନ ହୋଇଥାଏ । ଏଥିପାଇଁ ଲୋକେ ଅଧିକ ପଇସା ଦେଇ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇଥାନ୍ତି । ଆଉ ରେଷ୍ଟୁରାଣ୍ଟରେ ମଧ୍ୟ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ପ୍ରକାରର ଡିସ୍‌ ପ୍ରସ୍ତୁତ କରାଯାଇଥାଏ । ଏଭଳି ଏକ ରେଷ୍ଟାରାଣ୍ଟ ଅଛି ମୁମ୍ବାଇରେ ।
ବଲିଉଡ୍‌ ଥିମ୍‌କୁ ନେଇ ଏହି ରେଷ୍ଟୁରାଣ୍ଟ ତିଆରି ହୋଇଛି । ରାଣୀ ମୁଖାର୍ଜୀଙ୍କ ଫିଲ୍ମ ହିଚ୍‌କୀ ନାମରେ ରହିଛି ଏହି ରେଷ୍ଟୁରାଣ୍ଟର ନାମ । ଏଠାରେ ବଲିଉଡର ପ୍ରତିଟି ସ୍ୱାଦ ମଧ୍ୟ ମିଳୁଛି । ଏଠାରେ ଆପଣ କ୍ରାଇମ ମାଷ୍ଟର ଗୋଗୋଙ୍କ ନାମରେ ‘ଗୋଗୋ ତୁସି ଗ୍ରେଟ ହୋ’ ଥାଳି ପାଇବେ । ଏଥିସହ ଅନୁପମ ଖିର, ପରିଣିତି ବଟରମସଲା, ଶାହାରୁଖ ନାନ୍‌, ଆଲିଆ ଭାତ, କ୍ୟାଟ୍ରିନା ସାଲାଡ୍‌, ସଲ୍‌ମନ୍‌ ପାନ, ପ୍ରିୟଙ୍କା ଚଟ୍‌ନୀ ସହ ତେରେ ମେରେ ବିଚ୍‌ ମେ, କିତ୍‌ନେ ଆଲୁ ଥେ, କବାବ୍‌ ମେ ହ‡ି ଆଦି ଡିସ୍‌ ମଧ୍ୟ ରହିଛି । ଏହି ରେଷ୍ଟୁରାଣ୍ଟକୁ ଖୋଲିଛନ୍ତି ଅର୍ଜୁନ ରାଜ ଖେର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*