ସିରିଜ ଶେଷରେ ବନ୍ଧୁତାର ଝଲକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଲଣ୍ଡନ

୫ମ ଟେଷ୍ଟ ଇଂଲନ୍ଦ ଜିତିବା ପରେ ଏଥରର ଆସେସ୍‌ ସିରିଜ ୨-୨ରେ ଡ୍ର’ରେ ସରିଛି । ତେବେ ଅଷ୍ଟ୍ରେଲିଆ ପରାଜିତ ହୋଇନଥିବାରୁ ଆସେସ୍‌ ଟ୍ରଫି ନିଜ ପାଖରେ ରଖିଛି । ଏହି ସିରିଜ ଖୁବ୍‌ ଟକ୍କରଭରା ଥିଲା । ଦୁଇ ଦଳର ବୋଲରମାନଙ୍କ ଅଗ୍ନିବର୍ଷି ବୋଲିଂ ଖୁବ୍‌ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ବ୍ୟାଟ୍ସମ୍ୟାନଙ୍କ ସକାଶେ । ହେଲେ ୫ମ ଟେଷ୍ଟ ସରିବା ପରେ ଦୁଇ ଦଳର ଖେଳାଳିମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ବନ୍ଧୁତାର ଝଲକ୍‌ । ଗୋଟିଏ ଡ୍ରେସିଂ ରୁମ୍‌ରେ ଦୁଇ ଦଳର ଖେଳାଳି ଏକାଠି ହୋଇ ଗଳ୍ପ କରିବା ସହ ହସିମଜାକ୍‌ କରିଥିଲେ । ଏଥିରେ ଉଲ୍ଲେଖଯୋଗ୍ୟ ୪୭ବର୍ଷ ଭିତରେ ଏହା ପ୍ରଥମ ଥର ଯେଉଁଥିରେ ଆସେସ୍‌ ସିରିଜ ଡ୍ର’ରେ ସରିଲା । ଏହା ପୂର୍ବରୁ ୧୯୭୨ ମସିହାରେ ଆସେସ୍‌ ସିରିଜ ଡ୍ର’ ରହିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*