ସିନେମା ଦେଖିଲେ ବିରୁଷ୍କା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ବାଂଲାଦେଶ ଟେଷ୍ଟ ସିରିଜ ସରିବା ପରେ ମିଳିଥିବା ଖାଲି ସମୟର ବେଶ୍‌ ସଦୁପଯୋଗ କରୁଛନ୍ତି ବିରୁଷ୍କା ବା ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା । ବୁଧବାର ରାତିରେ ଦୁହେଁ ସିନେମା ଦେଖିବାକୁ ଯାଇଥିବା ବେଳେ ଫଟୋ ସେୟାର କରି ବତାଇଥିଲେ କଥା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*