ସିଟୁର ଶତବାର୍ଷିକୀ ପାଳିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ବାରିପଦା

ବାରିପଦା ଷ୍ଟେସନ ବଜାରଠାରେ ଟ୍ରେଡ୍ ୟୁନିଅନ ସିଟୁର ଶତବାର୍ଷିକୀ ପାଳିତ ହୋଇଛି । ଜିଲ୍ଲା ସମ୍ପାଦକ ଅମଲ ଦେ, ରଘୁନାଥ ପନ୍ଦା, ଅକ୍ଷୟ କୁମାର ଖୁଣ୍ଟିଆ, ସନ୍ଧ୍ୟା ବେହେରା, କ୍ଷୀତିଶ ସାସମଲ ପ୍ରମୁଖ ଯୋଗ ଦେଇ ସିଟୁ ପତାକା ଉତ୍ତୋଳନ କରିଥିଲେ । ଟ୍ରେଡ ୟୁନିଅନଗୁଡିକ ଏକତି୍ରତ ହୋଇ ଶ୍ରମିକମାନଙ୍କର ଅଧିକାର ହାସଲ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*