ସର୍ବଭାରତୀୟ ଭଲିବଲ୍‌ ପାଇଁ କିଟ୍‌ ମହିଳା ଦଳ ଯୋଗ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଆସନ୍ତା ୧୬ରୁ ୨୦ତାରିଖ ମଧ୍ୟରେ ହରିଆନାର କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ ପରିସରରେ ସର୍ବଭାରତୀୟ ମହିଳା ଭଲିବଲ୍‌ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ଜାତୀୟ ପ୍ରତିଯୋଗିତା ପାଇଁ କିଟ୍‌ ମହିଳା ଭଲିବଲ ଦଳ ଯୋଗ୍ୟତା ଅର୍ଜନ କରିଛି । କିଟ୍‌ ସାଙ୍ଗକୁ କୋଲକାତା ବିଶ୍ୱବିଦ୍ୟାଳୟ, ଆଦାମାସ ବିଶ୍ୱବିଦ୍ୟାଳୟ ଏବଂ ରବିନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି । କିଟ୍‌ ମହିଳା ଭଲିବଲ୍‌ ଦଳକୁ କିଟ୍‌ ଓ କିସର ପ୍ରତିଷ୍ଠାତା ପ୍ରଫେସର ଅଚୁ୍ୟତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*