ସବୁ ସିରିଜରେ ଗୋଲାପି ଟେଷ୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଭାରତୀୟ କି୍ରକେଟ ବୋର୍ଡ ମୁଖ୍ୟ ସୌରଭ ଗାଙ୍ଗୁଲୀ ଚାହୁଁଛନ୍ତି ପ୍ରତି ସିରିଜରେ ଅତିକମ୍‌ରେ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଗୋଲାପି ବଲ୍‌ ଦିବାରାତ୍ର ଭାବରେ ବିରାଟ କୋହଲିଙ୍କ ଦଳ ଖେଳୁ । ଗତ କୋଲକାତା ଟେଷ୍ଟ ମ୍ୟାଚ୍‌ ବେଳେ ଭାରତ ବାଂଲାଦେଶ ବିପକ୍ଷରେ ଖେଳି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଦୁନିଆର ନିଜକୁ ସାମିଲ କରିଥିଲା । ଏହାର ବଡ଼ ସଫଳତାକୁ ଦେଖି ସୌରଭ ଚାହୁଁଛନ୍ତି ପ୍ରତି ସିରିଜରେ ଅତିକମ୍‌ରେ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଦିବାରାତ୍ର ଭାବରେ ରହୁ । ଫଳରେ ଲୋକେ ଟେଷ୍ଟ ମ୍ୟାଚ୍‌ ଦେଖିବାକୁ ଉତ୍ସାହିତ ହେବେ । କେବଳ କୋଲକାତାରେ ନୁହେଁ, ଦେଶର ବିଭିନ୍ନ ଭାଗରେ ଏପରି ଟେଷ୍ଟ ମ୍ୟାଚର ଆୟୋଜନ ପାଇଁ ସୌରଭ ପୂର୍ବରୁ ଜୋର ଦେଇସାରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*