ଷ୍ଟାଇଲରେ ଦୀପାବଳି ପାଳିଲେ ବିରୁଷ୍କା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଲୋକର ପର୍ବ ଦୀପାବଳି ବଡ଼ ଧୁମ୍‌ଧାମରେ ପାଳନ କରିଛନ୍ତି । ବିଖ୍ୟାତ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଲେହେଙ୍ଗା ସାଙ୍ଗକୁ ପୁରୁଣା ସମୟ ଛାପରେ ପ୍ରସ୍ତୁତ ଅଳଙ୍କାର ଧାରଣ କରିଥିଲେ ଅନୁଷ୍କା । ବିରାଟ ମଧ୍ୟ ଧଳା ରଙ୍ଗର ଷ୍ଟାଇଲିସ୍‌ ପୋଷାକ ପିନ୍ଧିଥିଲେ । ଦୁହେଁ ନିଜ ଘରେ ଦୀପ ଲଗାଇବା ପରେ ବିଗ୍‌ ବି ଅଭିତାଭ ବଚ୍ଚନଙ୍କ ଦ୍ୱାରା ଆୟୋଜିତ ଦୀପାବଳି ଉତ୍ସବରେ ଯୋଗଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*