ଶ୍ରୀ ଶ୍ରୀ ସୁଧାନିଧିଶ୍ୱର ଯୁବ ପରିଷଦର ବାର୍ଷିକ ଉତ୍ସବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଶ୍ରୀ ଶ୍ରୀ ସୁଧାନିଧିଶ୍ୱର ଯୁବ ପରିଷଦର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପରିଷଦର କଳାକାରମାନଙ୍କୁ ନେଇ ‘କିଏ ଜାଣିଥିଲା ଏମିତ ହେବ’ ଏକ ନାଟକ ପରିବେଷଣ କରାଯାଇଥିଲା । ନାଟକଟିକୁ ନିଦେ୍ର୍ଦଶନା ଦେଇଥିଲେ ବିଶ୍ୱଜିତ୍ ମହାନ୍ତି । ଉକ୍ତ ବାର୍ଷିକ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରିଥିଲେ ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ସମ୍ମାନିତ ଅତିଥି ଭାବେ ବିରଞ୍ଚô ନାରାୟଣ ମହାସୁପକାର, ନବକିଶୋର ବେହେରା, ଇପ୍ସିତା ସାହୁ, ଅନିତା ପାତ୍ର ଓ ଦିଗ୍ବିଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*