ଶିବକୁମାରଙ୍କୁ ଜେଲ୍‌ରେ ମିଳିବ ଚୌକି, ଟିଭି ସୁବିଧା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
ମନିଲନ୍ଦି୍ର ମାମଲାରେ ଛନ୍ଦି ହୋଇଥିବା କଂଗ୍ରେସର ବରିଷ୍ଠ ନେତା ଡି. ଶିବକୁମାରଙ୍କୁ ଆଶ୍ୱସ୍ଥି । ମଙ୍ଗଳବାର ଇଡି ଦ୍ୱାରା ଦାୟର ଏହି ମାମଲାର ଶୁଣାଣୀ କରି ଦିଲ୍ଲୀର ଏକ ଅଦାଲତ ଶିବକୁମାରଙ୍କୁ ୨୫ ତାରିଖ ପର୍ଯ୍ୟନ୍ତ ବିଚାରାଳୟ ହାଜତରେ ରହିବାର ନିଦେ୍ର୍ଦଶ ଦେଇଛନ୍ତି ।
ମାମଲାର ଶୁଣାଣୀ ସମୟରେ ଇଡ଼ି ଯାଞ୍ଚ ପାଇଁ ଶିବକୁମାରଙ୍କୁ ଅଧିକ ସମୟ ହାଜତରେ ରଖିବାର ଦାବି କରିଥିଲା । କୋର୍ଟ ଏହି ଦାବିକୁ ଗ୍ରହଣ କରିଥିଲେ । ଅନ୍ୟପଟେ କୋର୍ଟ ତିହାର ଜେଲ ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି ଯେ, ଶିବକୁମାରଙ୍କୁ ଜେଲ୍‌ରେ ଚୌକି ଏବଂ ଟିଭି ସୁବିଧା ଉପଲବ୍ଧ କରାଯାଉ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*