ଶିକ୍ଷକ ଓ ଅଭିବାଦକ ସାଂଗଠିକ ବୈଠକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବଡ଼ସାହି
ବଡ଼ାସାହି ବ୍ଲକ ଚନ୍ଦନପୁର ପଞ୍ଚାୟତ ଚନ୍ଦନପୁରଠାରେ ଚନ୍ଦନପୁର ଆଶ୍ରମ (ନୂତନ) ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକମାନଙ୍କ ସାଂଗଠିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନରେ ଅଭିବାବକମାନଙ୍କ ସଭାପତି ପିଲୁ ସିଂଙ୍କ ଆବାହତ୍ୱରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।
ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଭୂୟାଁ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ସତ୍ୟନାରାୟଣ ପନ୍ଦା ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ଅଭିବାବକ ଏବଂ ପିଲାମାନଙ୍କୁ ଭିତରେ ଦୂରତ୍ୱ ପ୍ରତିକାର ନିମିତ୍ତ ଅଲୋଚନା କରାଯାଇଥିଲା । ଗୁରୁଶିଷ୍ୟର ସମ୍ପର୍କ ମଧୁର ଏବଂ ନିବିଡ ହୋଇ ତାହା ହିଁ ମୁଖ୍ୟତଃ ବିଷୟ ବସ୍ତୁ, ଶେଷ ବିଦ୍ୟାଳୟର ସମସ୍ୟା ଏବଂ ପିଲାମାନଙ୍କର ସମସ୍ୟାର ଆଲୋଚନା ଓ ସମାଧାନ ନିମିତ୍ତ ଉପାୟ ସଂପର୍କରେ ଆଲୋଚନା କରାଯାଇଥିଲା । ଅଭିବାବକମାନଙ୍କ ମଧ୍ୟରେ ବୁଲୁ ମହାନ୍ତ ଛୁଟୁ କାଳଳୀ ବିଦ୍ୟାଳୟର ଉନ୍ନତି କଳ୍ପେ ଶିକ୍ଷକମାନଙ୍କ ସହିତ ସଦା ସର୍ବଦା ସହଯୋଗ କରିବେ ବୋଲି ସିନ୍ଧାନ୍ତ ନେଇଥିଲେ । ଏହି ସାଂଗଠନିକ ବୈଠକ ବହୁ ସଂଖ୍ୟାରେ ଅଭିବାବକ ଯୋଗ ଦେଇଥିବାର ପ୍ରଧାନ ଶିକ୍ଷକ ସମସ୍ତଧନ୍ୟ ବାଦ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*