ଶିକ୍ଷକଙ୍କ ପରଲୋକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଅ : ବଡ଼ମ୍ବା

ବଡ଼ମ୍ବା ଦେଉଳୀ ଶାସନବାସୀ ଅବସରପ୍ରାପ୍ତ ଶିକ୍ଷକ ପରମାନନନ୍ଦ ରଥ (୮୦)ଙ୍କର ବୁଧବାର ପ୍ରତୁ୍ୟଷରେ ହୃଦଘାତରେ ପରଲୋକ ଘଟିଛି । ଅଞ୍ଚଳର ଜଣେ ସୁନାମଧନ ଏବଂ ଛାତ୍ରବତ୍ସଳ ଶିକ୍ଷକ ଭାବେ ପରିଚିତ ଥିଲେ । ସ୍ୱର୍ଗତ ରଥ ଅଞ୍ଚଳର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ଜାନିସାହି ପ୍ରାଇମେରୀ ସ୍କୁଲରେ ପ୍ରଧାନଶିକ୍ଷକ ରହିବା ସହ ୧୯୯୫ ମସିହାରେ ଅବସର ଗ୍ରହଣ କରିଥିଲେ । ଜଣେ ନୈ÷ଷ୍ଠିକ ଶାସନୀ ବ୍ରାହ୍ମଣ, ଆଧ୍ୟାତ୍ମବାଦୀ ଥିଲାବେଳେ ତାଙ୍କ ବିୟୋଗରେ ଛାତ୍ରଛାତ୍ରୀ, ସାଥୀ ଶିକ୍ଷକ ମନ୍ଦଳୀ ତଥା ବଡ଼ମ୍ବାର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ କରାଯାଇଛି । ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ଗଣେଶ୍ୱର ରଥ ମୁଖାଗ୍ନି ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*