ରାଜସ୍ୱ ମନ୍ତ୍ରୀଙ୍କ ଅଚାନକ ତହସିଲ ପରିଦର୍ଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଧର୍ମଶାଳା
ରାଜସ୍ୱ ମନ୍ତ୍ରୀ ଅଚାନକ ଧର୍ମଶାଳା ତହସିଲରେ ପହଞ୍ଚô ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିଥିଲେ । ରାଜସ୍ୱ ମନ୍ତ୍ରୀ ସୁଦାମ ମାରାନ୍ଦି ଧର୍ମଶାଳା ତହସିଲଠାରେ ପହଞ୍ଚô ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ସାଧାରଣ ଲୋକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ କିପରି ସୁବିଧା ଯୋଗାଇ ଦିଆଯାଉଛି ସେ ନେଇ ପଚାରି ବୁଝିଥିଲେ । ବସୁନ୍ଧରା ଯୋଜନାରେ ଘରବାଡି ପଟା ପ୍ରଦାନ,ସରକାରୀ ଜମି ସୁରକ୍ଷା ନେଇ ସମୀକ୍ଷା କରିଥିଲେ । ମନ୍ତ୍ରୀଙ୍କ ସହ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଉପସ୍ଥିତ ଥିଲା ବେଳେ ଧର୍ମଶାଳା ତହସିଲଦାର ସରୋଜ କୁମାର ପନ୍ଦା ଓ ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି ମନ୍ତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*