ରବିବାର ରେକର୍ଡ କରିବେ ଲକ୍ଷ୍ମୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
ପୂର୍ବତନ ମହିଳା କି୍ରକେଟର ଜିଏସ୍‌ ଲକ୍ଷ୍ମୀ ରବିବାର ଦିନ ଏକ ନିଆରା ଫର୍ଦ୍ଦ ଯୋଡିବାକୁ ଯାଉଛନ୍ତି । କୌଣସି ପୁରୁଷ ଏକଦିବସୀୟ ମ୍ୟାଚ୍‌ରେ ମ୍ୟାଚ୍‌ ରେଫରୀର ଦାୟିତ୍ୱ ନିର୍ବାହ କରିବାରେ ଲକ୍ଷ୍ମୀ ବନିବେ ପ୍ରଥମ ମହିଳା । ସାରଜାଠାରେ ଆଇସିସିର ୨୦୨୩ ବିଶ୍ୱକପ୍‌ ପାଇଁ ଅନୁଷ୍ଠିତ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ଅନ୍ତର୍ଗତ ମ୍ୟାଚରେ ଲକ୍ଷ୍ମୀ ମ୍ୟାଚ ରେଫରୀ ଦାୟିତ୍ୱ ତୁଲାଇବେ । ପୂର୍ବରୁ ସେ ୧୬ଟି ପୁରୁଷ ଟି-୨୦ ମ୍ୟାଚ୍‌ରେ ମ୍ୟାଚ ରେଫରୀ ଦାୟିତ୍ୱ ନିର୍ବାହ କରିସାରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*