ମ୍ୟାରିକମ୍‌ଙ୍କୁ ମିଳିଲା ନିଆରା ସମ୍ମାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
ବିଶ୍ୱ ମହିଳା ବକ୍ସିଂର ଅନ୍ୟତମ ମହାନ ଖେଳାଳି ଭାରତର ମ୍ୟାରିକମ୍‌ଙ୍କୁ ମିଳିଛି ବିଶେଷ ସମ୍ମାନ । ବିଶ୍ୱ ଅଲିମ୍ପିକ୍‌ ଆସୋସିଏସନ୍‌ ଗୁରୁବାର ଦିନ ତାଙ୍କୁ ଓଲି ଟାଇଟଲ ଗ୍ରହଣ କରିବା ଲାଗି ପ୍ରଦାନ କରିଛି ସହମତି ପତ୍ର । ସାମାଜିକ ଧାରାରେ ଅଲିମ୍ପିକର ମହାନ ଭାବନାକୁ ଜାଗ୍ରତ କରିବାରେ ଯୋଗଦାନ ସକାଶେ ମ୍ୟାରିକମ୍‌ଙ୍କୁ ଏହି ସମ୍ମାନ ମିଳିଛି । ସେ ୬ ଥର ବିଶ୍ୱ ଚମ୍ପିଆନ ହେବା ସାଙ୍ଗକୁ ଅଲିମ୍ପିକ୍‌ରେ ମଧ୍ୟ ପାଇଛନ୍ତି ବ୍ରୋଞ୍ଜ ପଦକ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*