ମେଡ଼ିକାଲରେ ବାହାର ଲୋକ ଖୋଲିଲେ ଅକ୍ସିଜେନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ନୀଳଗିରି

ସାରା ରାଜ୍ୟରେ ଏବେ ୫ଟି ସଚିବ ପାନ୍ଦିଆନ ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କରୁଛନ୍ତି । ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଭିତରେ ଛନକା ପଶିଛି । ହେଲେ ବାଲେଶ୍ୱର ଜିଲ୍ଲା ନୀଳଗିରି ହସ୍ପିଟାଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରୋଗୀଙ୍କ ୱାର୍ଡକୁ ଜଣେ ବାହାର ଲୋକ ପଶି ଅକ୍ସିଜେନ ଖୋଲୁଥିବାବେଳେ ସେ ଜୀବନମରଣ ସହିତ ସଂଗ୍ରାମ କରୁଥିବା ଜଣାପଡିଛି । ଖାଲି ସେତକି ନୁହଁ ନୀଳଗିରିରେ ଭଲ ଡାକ୍ତରଖାନାରେ ଡାକ୍ତର ନଥିବାରୁ ରୋଗୀଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପ୍ରଲୋଭନ ଦେଖାଇ ଗାଡି ଭଡ଼ା କରିବା ପାଇଁ ଚେଷ୍ଟିତ ଥିବା ଜଣାପଡିଛି । ଏଭଳି ଘଟଣା ରବିବାର ଜଣେ ବ୍ୟକ୍ତି ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିବା ସମଗ୍ର ନୀଳଗିରିରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*