ମୁଁ ଯାହା କହେ ତାହା କରିଦେଖାଏ : ଗଡ଼କରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ମୁଁ କାମ କରିବାକୁ ଭଲ ପାଏ । ଯେଉଁ କାମ କରିବାର ନିଷ୍ପତ୍ତି ନିଏ ତା’ଉପରେ ଅଧିକ ଦୃଷ୍ଟି ଦିଏ ଏବଂ ତାକୁ ଶେଷ ନକରିବା ପର୍ଯ୍ୟନ୍ତ ଛାଡେନାହିଁ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।
ଏକ ଟିଭି ଚ୍ୟାନେଲ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଗଡ଼କରୀ କହିଛନ୍ତି ଯେ, ଖୁବ୍‌ଶୀଘ୍ର ଗଙ୍ଗା ସଫେଇ ଅଭିଯାନ ସଫଳ ହେବ । ଏନେଇ ଅନେକ ଚ୍ୟାଲେଞ୍ଜ ରହିଛି । ମାତ୍ର ଆମେ ସମସ୍ତେ ମିଶି ଏହି କାମକୁ ସଫଳତ କରିବାରେ ଲାଗିଛୁ । ମୁଁ ବିଭିନ୍ନ ପ୍ରକଳ୍ପ ପାଇଁ ୩୬ଟି ଶିଳାନ୍ୟାସ, ୩୮ ଉଦଘାଟନ କରିଛି । ଗତ ୫ ବର୍ଷ ମଧ୍ୟରେ ଏପରି ଗୋଟିଏ ବି କାମ ନାହିଁ ଯାହା ମୁଁ କହିଛି ଏବଂ କରିନାହିଁ । ମୁଁ ଯାହା କହିଥାଏ ତାହା କରିଥାଏ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*