ମିଶନ ଶକ୍ତି ବୈଠକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଚିତ୍ରଡ଼ା

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ମିଶନ ଶକ୍ତିର ବ୍ଲକ ଫେଡେରେସନ ତରଫରୁ ବ୍ଲକ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପଞ୍ଚାୟତ ଫେଡେରେସନ ମହିଳା କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମଞ୍ଚାସୀନ ଆଇସିଡିଏସ ସୁପରଭାଇଜର ତନୁଶ୍ରୀ ମିଶ୍ର, ବିପିସି ସନ୍ତୋଷ କୁମାର ଦାସ, ବ୍ଲକ ଫେଡେରେସନର ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ ଓ ସମ୍ପାଦିକା ସୁକାନ୍ତୀ ସେଠୀ ବାଲ୍ୟବିବାହ ସଚେତନତା, ମହିଳା ଏସଏଚଜିଗୁଡ଼ିକର ଆର୍ଥିକ ସ୍ଥିତି, ଋଣ ପରିଚାଳନା, ଋଣଛାଡ଼, ସଶକ୍ତିକରଣ ଇତ୍ୟାଦି ସମ୍ପର୍କରେ ଆଲୋଚନା କରି କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*