ମହିଳା ହକି : ଭାରତ-ବ୍ରିଟେନ୍‌ ମ୍ୟାଚ୍‌ ଡ୍ର’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସି : ନୂଆଦିଲ୍ଲୀ

ବର୍ତ୍ତମାନ ଇଂଲନ୍ଦ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ଶୁକ୍ରବାର ଦିନ ମାର୍ଲୋ ଠାରେ ଖେଳିଥିବା ମ୍ୟାଚ୍‌ ଡ୍ର’ କରିଛି । ଗ୍ରେଟ୍‌ ବି୍ରଟେନ୍‌ ଓ ଭାରତୀୟ ଦଳ ସହ ହୋଇଥିôବା ଏହି ଲଢ଼େଇରେ ଉଭୟ ଦଳ ୨ଟି ଲେଖାଏଁ ଗୋଲ୍‌ ସ୍କୋର୍‌ କରିଥିଲେ । ଭାରତ ପକ୍ଷରୁ ୮ ମିନିଟ୍‌ରେ ନଭଜୋତ କୌର ଏବଂ ୪୮ତମ ମିନିଟ୍‌ରେ ଗୁରୁଜିତ୍‌ କୌର ଦେଇଥିଲେ ଗୋଲ୍‌ । ଘରୋଇ ଦଳ ପକ୍ଷରୁ ଏଲିଜାବେଥ୍‌ ୫୫ ଏବଂ ଆନ୍ନା ୬୦ତମ ମିନିଟ୍‌ରେ ଗୋଲ୍‌ ପ୍ରଦାନ କରିଥିଲେ । ଭାରତୀୟ ଦଳ ୨-୧ରେ ଜିତିବାକୁ ଯାଉଥିବା ଅବସ୍ଥାରେ ଶେଷ ମୁହୂର୍ତ୍ତରେ ଆନ୍ନାଙ୍କ ଗୋଲ୍‌ ବିଜୟକୁ ଡ୍ର’ରେ ରୂପାନ୍ତରିତ କରିଥିଲା ।
ସବିତାଙ୍କ କୃତିତ୍ୱ
ଭାରତୀୟ ଦଳର ଅନୁଭବୀ ଗୋଲ୍‌କିପର୍‌ ଏହି ମ୍ୟାଚ୍‌ ଖେଳି ନିଜ ଜୀବନରେ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଶୁକ୍ରବାର ଦିନ ସେ ଖେଳିଛନ୍ତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*