ମମତା-ଶାହା ଭେଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ନିକଟ ଅତୀତରେ ଗୁନ୍ଦା ଭାବେ ଅମିତ ଶାହାଙ୍କୁ ବର୍ଣ୍ଣନା କରିଥିଲେ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ତେବେ ଗୁରୁବାର ଦିନ ମମତା କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କୁ ଏଠାରେ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାର ଦିନକ ପରେ ସେ ଶାହାଙ୍କୁ ଭେଟି ଏକ ଚିଠି ପ୍ରଦାନ କରିଥିଲେ । ଆସାମର ଏନଆରସିରେ ୧୯ ଲକ୍ଷ ଲୋକ ବାଦ୍‌ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି ଏହି ପତ୍ରରେ । ସ୍ଥାନୀୟ ଆସାମୀ ଲୋକଙ୍କ ସହ ହିନ୍ଦୀ ଓ ବଙ୍ଗଳା କହୁଥିବା ଲୋକେ ବାଦ୍‌ ପଡ଼ିଥିବା ମମତା ବତାଇବା ସହ ପଶ୍ଚିମବଙ୍ଗରେ ଏନ୍‌ଆରସିର ଆବଶ୍ୟକତା ନଥିବା କଥା କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*