ମନପ୍ରୀତ୍‌ ବନିଲେ ଏଫଆଇଏଚ୍‌ ପ୍ଲେୟାର ଅଫ୍‌ ଦ ଇୟର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ବିଶ୍ୱ ହକି ସଂଘର ୨୦୧୯ ମସିହା ସକାଶେ ଶ୍ରେଷ୍ଠ ପୁରୁଷ ଖେଳାଳି ପାଇବାକୁ ମନୋନୀତ ହୋଇଛନ୍ତି । ୨୫୦ ରୁ ଅଧିକ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିସାରିଥିବା ମନପ୍ରୀତ ଏବେ ପ୍ରୋ-ହକି ଲିଗ୍‌ରେ ଦେଶର ନେତୃତ୍ୱ ନେଉଛନ୍ତି । ଏହି ବଡ଼ ସମ୍ମାନ ସକାଶେ ତାଙ୍କୁ ବଛାଯିବା ପରେ ହକି ଇନ୍ଦିଆ ଅଭିନନ୍ଦନ ଜଣାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*