ବେଦ ମନ୍ଦିରରେ କାର୍ତ୍ତିକ ବ୍ରତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ପାତ୍ରପୁର

ଜରଡା ବେଦ ମନ୍ଦିର ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ କାର୍ତ୍ତିକ ବ୍ରତ ଓ ଉତ୍ସବ ଆରମ୍ଭ ହୋଇଛି । ଜରଡା ରାଜା ଦୀପକ ଚନ୍ଦ୍ର ଦେଓ ଏବଂ ପାତ୍ରପୁର ତହସିଲଦାର ଡ. ଶ୍ରୀନିବାସ ବେହେରା ଏହି କାର୍ତ୍ତିକ ବ୍ରତ କାର୍ଯ୍ୟକ୍ରମକୁ ବେଦ ମନ୍ତ୍ର ଉଚ୍ଚାରଣ ସହ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଜରଡା ରାଜସ୍ୱ ନିରୀକ୍ଷକ ପ୍ରକାଶ କୁମାର ମଲିକଙ୍କ ସମେତ ଓ ବେଦପ୍ରେମୀ ଉପସ୍ଥିତ ଥିଲେ । ପନ୍ଦିତ ଲକ୍ଷ୍ମଣ ଶର୍ମା ଶାସ୍ତ୍ରୀ ଯଜ୍ଞ ଦାୟିତ୍ୱ ତୁଲାଇଥିଲାବେଳେ ବେଦର ପ୍ରଚାର ପ୍ରସାର ପାଇଁ ଆହ୍ୱାନ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*