ବିଶ୍ୱ ମହିଳା ବକ୍ସିଂ: ସ୍ୱର୍ଣ୍ଣ ଆଶାରେ ୪ ଭାରତୀୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଗତ ମହିଳା ବକ୍ସିଂ ବିଶ୍ୱ ଚମ୍ପିଆନ୍‌ସିପ୍‌ ଭଳି ଏଥର ମଧ୍ୟ ସମାନ ୪ ପଦକ ଭାରତ ପାଇଁ ଆସିବା ସ୍ଥିର ହୋଇ ସାରିଛି । ତେବେ ଏଥର ପଦକର ରଙ୍ଗ ପରିବର୍ତ୍ତିତ ହେବାର ଆଶାରେ ରହିଛି ଦଳ । ଋଷିଆର ଉଲାନ ଉଡେ ଠାରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ପ୍ରତିଯୋଗିତାରେ ଶୁକ୍ରବାର ବିଶ୍ରାମ ଦିବସ ପରେ ଶନିବାର ପୁଣି ଖେଳ ଆରମ୍ଭ ହେବ । ମ୍ୟାରିକମ୍‌ଙ୍କ ନେତୃତ୍ୱରେ ସେମିରେ ପ୍ରବେଶ କରି ସାରିଥିବା ମୋଟ ୪ ଭାରତୀୟ ଖେଳାଳି ଫାଇନାଲରେ ପ୍ରବେଶ ପୂର୍ବକ ସ୍ୱର୍ଣ୍ଣ ଆଶା ବଜାୟ ରଖିବାକୁ କରିବେ ଚେଷ୍ଟା । ୫୧ କେଜି ବର୍ଗରେ ଖେଳୁଥିବା ମ୍ୟାରିକମ୍‌ ବିଶ୍ୱ ଚମ୍ପିଆନ୍‌ସିପ୍‌ର ନିଜ ୮ ମେଡ଼ାଲ ନିଶ୍ଚିତ କରି ସାରିଥିଲା ବେଳେ ତାଙ୍କର ପ୍ରୟାସ ରହିବ ୭ମ ସ୍ୱର୍ଣ୍ଣ ପଦକର । ତୁର୍କୀର ଖେଳାଳି ବୁସେନାଜଙ୍କ ବିପକ୍ଷରେ ସେ ଖେଳିବେ ସେମି ଲଢ଼େଇ । ୪୮ କେଜି ବର୍ଗରେ ମଞ୍ଜୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*