ବାହାଘର ଫଟୋ ସାର୍ବଜନୀନ କଲେ ବବିତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଜଣାଶୁଣା ମହିଳା ରେସଲର ବବିତା ପୋଗତ ଗତ ସପ୍ତାହରେ ନିଜ ସାଥୀ ପୁରୁଷ ରେସଲର ବିବେକ ସୁହାଗଙ୍କୁ ବିବାହ କରିଛନ୍ତି । ବାହାଘରର ବିଶେଷ ଫଟୋ ସେ ସାର୍ବଜନୀନ କରିନଥିଲେ । ରବିବାର ଦିନ ତାଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟରେ ବରମାନ ପ୍ରଦାନ ଉତ୍ସବର ଫଟୋଗୁଡିକ ବବିତା ସାର୍ବଜନୀନ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*