ବାର୍ଷିକ କ୍ରୀଡ଼ା ଓ କୌତୁକ ପୋଷାକ ପ୍ରତିଯୋଗିତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବାରିପଦା
ବାରିପଦାର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଓ କୌତୁକ ପୋଷକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ କବିତା ରାଣୀ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଶ୍ରୀମା ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା କଳ୍ପନା ଷଡ଼ଙ୍ଗୀ, ବଡ଼ସାହି ମହାବିଦ୍ୟାଳୟର ପ୍ରାକ୍ତନ ମଧ୍ୟକ୍ଷ ପ୍ରବୋଧ ମହାପାତ୍ର, ସାମ୍ବାଦିକ କଲ୍ୟାଣ ସିହ୍ନା ପ୍ରମୁଖ ଯୋଗ ଦେଇ କ୍ରୀଡ଼ା ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପରିବେଶ ସୁରକ୍ଷା, ପ୍ଳାଷ୍ଟିକ ବିର୍ଜନ, ପିଆଜର ଅତ୍ୟଧିକ ଦର ବୃଦ୍ଧି ବିଷୟକୁ ନେଇ କୌତୁକ ପୋଷାକ ପ୍ରଦର୍ଶନ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*