ବରିଷ୍ଠ ଆଇନଜୀବୀ ବିପିନଙ୍କ ପରଲୋକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: କଟକ,
ବରିଷ୍ଠ ଆଇନଜୀବୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ବିପିନ ବିହାରୀ ରଥଙ୍କ ପରଲୋକ ଘଟିଛି । ସେ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଶନିବାର ଦିନ ପୂର୍ବାହ୍ନରେ ୧୧ଘଟିକା ସମୟରେ ତାଙ୍କର ଦୋହନ୍ତ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ୧୯୩୦ ମସିହା ନଭେମ୍ବର ୨୯ରେ ଗଂଜାମ ଜିଲ୍ଲା କୃପାସିନ୍ଧୁପୁର ଶାସନରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ରଥ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*