ଫେବୃଆରୀ ଜିଏସଟି ଆଦାୟ ୯୭,୨୪୭ କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜନ୍ସୀ : ନୂଆଦିଲ୍ଲୀ

ଜାନୁଆରୀ ମାସରେ ଜିଏସଟି ଆଦାୟ ୧.୦୨ ଲକ୍ଷ କୋଟି ଟଙ୍କା ରହିଥିଲା ବେଳେ ଫେବୃଆରୀରେ ଏହା ହ୍ରାସ ପାଇ ୯୭,୨୪୭ କୋଟି ଟଙ୍କାରେ ପହଞ୍ଚିଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଫେବୃଆରୀ ୨୦୧୯ ସୁଦ୍ଧା ବିକି୍ର ରିଟର୍ଣ୍ଣ ତଥା ଜିଏସଟି ଆର ୩ ବି ଭରିଥିବା ଲୋକଙ୍କ ସଂଖ୍ୟା ୭୩.୪୮ ଲକ୍ଷ ରହିଛି । ମୋଟ୍‌ ୯୭,୨୪୭ କୋଟି ମଧ୍ୟରୁ ସିଜିଏସଟି ସଂଗ୍ରହ ୧୭,୬୨୬ କୋଟି, ଏସଜିଏସଟି ୨୪,୧୯୨ କୋଟି ଏବଂ ଆଇଜିଏସଟି ୪୬,୯୫୩ କୋଟି ଟଙ୍କା ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*